shyamal
Monthly Archives

August 2024

ମୁରିବାହାଲରେ ୫ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରି ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟିର ପୁଲିସକୁ ହସ୍ତାନ୍ତର :…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ କିଛିଦିନର ନିରବତା ପରେ ପୁଣି ବାଂଲାଦେଶୀ ଅନୁପ୍ରବେଶକାରୀ ସକ୍ରିୟ ଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ମୁରିବାହାଲ ସଦର ମହକୁମା ଅଞ୍ଚଳରେ ନିଜ ନିଜର ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରୀ କରୁଥିବା ୫ଜଣ ସନ୍ଦିଗ୍ଧ
Read More...

କତରଲଗାରେ ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : ଉଦ୍ଧାର କଲେ ସ୍ଵେଚ୍ଛାସେବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଂଚାୟତ ଝାରଖମାର କତରଲଗା ରାସ୍ତା କତରଲଗା ସାପ୍ତାହିକ ବଜାର ନିକଟରେ ଶନିବାର ସନ୍ଧ୍ୟାରେ ବାଇକ୍ ଆଉ ସାଇକେଲ ଦୁର୍ଘଟଣାଗସ୍ତ ହୋଇଥିଲା । ଝାରଖମାର ପଟୁ ସାଇବିନ୍ଧା ଗାଁର ଜଣେ ବୟସ୍କ ବ୍ୟକ୍ତି ନିଜ
Read More...

ରାଧେଶ୍ୟାମ ଦାଶଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶୀରା ଗାଁର ରାଧେଶ୍ୟାମ ଦାଶ ( ୬୪)ଙ୍କ ଶନିବାର ସକାଳରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଶେଷ ସମୟରେ ଧମପତ୍ନୀ ସ୍ନିଗ୍ଧା ଦାଶ ସହ ୨ପୁଅ ଉତ୍ତମ ଓ ପ୍ରେମ ସାଗର, ସାନ ଭାଇ ଗୋବିନ୍ଦ ପରିବାର ବର୍ଗ ଉପସ୍ଥିତ
Read More...

୪୮ତମ ଗୋଇମୁଣ୍ଡ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୮ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ଅଶୋକ ନାରାୟଣ ଭୋଇ
Read More...

ଦେଓଗାଁ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଚେତନାକୁଞ୍ଜରେ ଆଜି ଦିନ ୧୧ଟା ସମୟରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରତାପ ମିଶ୍ର ସଭାର
Read More...

ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ପ୍ରଭାତ ଫେରି ସମ୍ପାଦିତ ହୋଇଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ମନୋରଞ୍ଜନଙ୍କ ନାଟ୍ୟଧାରାର ପ୍ରତିଫଳନ ସ୍ୱରୂପ ଏକକ ଅଭିନୟରେ ନାଟକ ପ୍ରଦର୍ଶନଓଡ଼ିଆ ଓ ବଙ୍ଗଳା ନାଟକର ଦ୍ୱାରା ନେପାଳୀ ନାଟକ ଅନେକଭାବେ ପ୍ରଭାବିତ ରାଉରକେଲା, (ସସ୍ମିତା ପ୍ରଧାନ) :ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବଙ୍ଗଳାଦେଶ ନାଟ୍ୟ
Read More...

ଜଣେ ଅମାୟିକ ସରଳ ବ୍ୟକ୍ତିଙ୍କ ଜ୍ୱରରେ ଅକାଳ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ସ୍ୱର୍ଗତ ରାମ ଗଡ଼ତ୍ୟାଙ୍କ ଜ୍ୟୋଷ୍ଠ ପୁତ୍ର ମହେନ୍ଦ୍ର ଗଡତ୍ୟାଙ୍କ ଜ୍ୱରରେ ଅକାଳ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଜଣେ
Read More...

ମୁନିଗୁଡ଼ା ପୋଲିସର ବଡ ସଫଳତା : ୧୫ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ ୧୦ ଗିରଫ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୋଲିସକୁ ମିଳିଛି ସଫଳତା । ବହି ଦିନ ଧରି ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରୁ ଏଲ୍‌ଇଡି, ଟିଭି, ଇନ୍‌ଭଟର ଓ ବ୍ୟାଟେରୀ ଚୋରି କରିଥିବା ରାକେଟ୍‌ ପର୍ଦ୍ଦାଫାଶ କରିଛି ମୁନିଗୁଡ଼ା ପୋଲିସ । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫
Read More...

ଜେଏସ୍‌ଏମ୍‌ କଲେଜ ଅଫ୍ ଆର୍ଟ, ସାଇନ୍ସ ଏବଂ ବାଣିଜ୍ୟ ଠାରେ ‘ସ୍ମାର୍ଟଫୋନ୍ ପରି ସ୍ମାର୍ଟ ହେବା’ ପ୍ରସଙ୍ଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନ ଜେଏସ୍‌ଏମ୍‌ କଲେଜ ଅଫ୍ ଆର୍ଟ, ସାଇନ୍ସ ଏବଂ ବାଣିଜ୍ୟ ଠାରେ 'ସ୍ମାର୍ଟଫୋନ୍ ପରି ସ୍ମାର୍ଟ ହେବା' ପ୍ରସଙ୍ଗରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକାଙ୍କୁ ନେଇ ଏକ ଅନ୍ତର୍ନିହିତ ସେମିନାର୍‌ ଆୟୋଜନ କରାଯାଇ ବ୍ୟକ୍ତିଗତ ବିକାଶ ପ୍ରତି ଛାତ୍ରଛାତ୍ରୀ
Read More...