Daily Archives

ବନ ମହୋତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ହେମନ୍ତ ସାହୁ) : ଜୁନାଗଡ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ମାଟିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପରିସରରେ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୈନିକ ସମ୍ବାଦର ଜୁନାଗଡ ବ୍ଲକ
Read More...

ସହରରେ ରଥଯାତ୍ରା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ରଥଯାତ୍ରା ଉପଲକ୍ଷେ ସହର ଏବେ ଜଗନ୍ନାଥମୟ ହୋଇଉଠିଛି । ରାଉରକେଲାରେ ପ୍ରାୟ ୫୦ଟି ସ୍ଥାନରେ ଦୁଇଦିନ ଧରି ରଥଟଣା କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଉରକେଲା ପ୍ରଶାସନ, ଆର୍‌ଏସ୍‌ପି ପ୍ରଶାସନ, ପୁଲିସ ପ୍ରଶାସନ ଓ ଜନସାଧାରଣଙ୍କ
Read More...

ପବିତ୍ର ଶ୍ରୀଗୁଣ୍ଡିଚାରେ ଭକ୍ତ ଦାସିଆ ପୀଠରେ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲାର ପିପିଲି ବ୍ଲକ ଅଧିନସ୍ଥ ବାଲିଗାଁ ଠାରେ ପବିତ୍ର ଶ୍ରୀଗୁଣ୍ଡିଚାରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳଭୋଗ ସହିତ
Read More...

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ଭଜନ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରଥଯାତ୍ରା ଉପଲକ୍ଷେ ସେକ୍ଟର ୫ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ଆନୁକୂଲ୍ୟରେ ଏକ ମନୋଜ୍ଞ ଭାବପୂର୍ଣ୍ଣ ଭଜନ ସଂଧ୍ୟାର ଆୟୋଜନ ଅନୁଷ୍ଠିତ ହୋଇଯାଇଛି । ସହରର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଜ୍ୟୋତିର୍ମୟ ଆଚାର୍ଯ୍ୟ,
Read More...

ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିକାଲି ଲୋକେ ଜନ୍ମଦିନରେ କେକ୍ କାଟି, ନୃତ୍ୟ, ସଙ୍ଗୀତର ଆସର କରୁଥିବା ବେଳେ ନିଜ ପୁଅ ଦିବ୍ୟାଂଶୁର ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି ଯୁବକବି ସତ୍ୟ ଭୂଷଣ ସାହୁ । ଶ୍ରୀ ସାହୁ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟ ଅନକୀ
Read More...

ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ନିର୍ବାଚନ ଓ ପ୍ରଭାକର ରଥଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିର ଦଧିବାମନ ମନ୍ଦିର ଠାରେ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂଜ୍ୟପୂଜା ସେବା ସଂଗଠନର ଦୁଇ ବାର୍ଷିକ ନିର୍ବାଚନ ଓ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ୩୩ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ପ୍ରଥମ
Read More...

୩୦ତମ ଓଡିଶା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରକୁ ୫ଟି ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ମଧୁସୂଦନ ଭବନ ଠାରେ ତା. ୫ରୁ ୭ ଜୁଲାଇ ୨୦୨୪ ୩୦ତମ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୨୨ଟି ଜିଲ୍ଲାରୁ ପ୍ରାୟ ୩୦୦ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ସେଥିରେ ବଲାଙ୍ଗିର ଜିଲ୍ଲାରୁ ୬ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ।
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ
Read More...

ପାଟଣାଗଡ଼ ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପାଟଣାଗଡ ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ
Read More...

ମୋ ଝିଅର ତଣ୍ଟି ଚିପିଦେଲେ : ଥାନାରେ ଦ୍ୱାରସ୍ତ ହେଲେ ବାପା

ପୁଇଁତଲା, (କେପିଏନ୍‌ଏସ୍‌) : ମୋର ଜ୍ୱାଇଁ ଓ ତାଙ୍କ ପରିବାର ଲୋକେ ମିଶି ମୋ’ ଝିଅକୁ ମାରିଦେଇଛନ୍ତି ବୋଲି ଆଜି ଥାନାରେ ଅଭିଯୋଗ କରିଛନ୍ତି ଜଣେ ନିରୀହ ବାପା । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ଅନ୍ତର୍ଗତ କୁଟେନ୍‌ପାଲି କୁଂଜବିହାରୀ କର୍ମୀଙ୍କ ଝିଅ ଶ୍ରୀଦେବୀ କର୍ମୀ
Read More...