Monthly Archives

June 2024

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବରଗଡ଼ ଗସ୍ତ : ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ସମିକ୍ଷା

ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବା ସହ ସରକାରଙ୍କ ସମସ୍ତ ସେବା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଦେଲେ ନିର୍ଦ୍ଦେଶ ବରଗଡ଼, (ନିରୋଜ କୁମାର ପାଣୀ) : ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ସରକାରୀ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି ।
Read More...

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ପ୍ରସ୍ତୁତିର ନିରୀକ୍ଷଣ

ଏଆଇ ଆଧାରିତ ଡାଇନାମିକ ସିଡୁଲିଙ୍ଗ ମାଧ୍ୟମରେ ଅଧିକ ସ୍ୱତନ୍ତ୍ର ଟ୍ରେନ ପାଇଁ ଯୋଜନା୧୫ ଲକ୍ଷ ଯାତ୍ରୀଙ୍କୁ ଯାତାୟାତ ସୁବିଧା ପ୍ରଦାନ ଲକ୍ଷ୍ୟଯାତ୍ରୀମାନଙ୍କ ବିଶ୍ରାମ ପାଇଁ ଉଭୟ ମେଳା ସେଡ ଓ ତୀର୍ଥଯାତ୍ରୀ ସେଡରେ ୨୫ ହଜାର ଯାତ୍ରୀ ଭୁବନେଶ୍ୱର : ବିଶ୍ରାମ ନେଇ ପାରିବେ ରେଳ, ସୂଚନା ଓ
Read More...

ଧାନ ଫସଲ ନଷ୍ଟ କଲେ ୧୪ଟିକିଆ ହାତୀପଲ

ଚମ୍ପୁଆ: ଏକ ୧୪ଟିକିଆ ହାତୀପଲ ଗତକାଲି ରାତିରେ ଚମ୍ପୁଆ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଡ଼ଙ୍ଗପାଳ ଗ୍ରାମରେ ପଶି ବ୍ୟାପକର କ୍ଷୟକ୍ଷତି କରିଛନ୍ତି । ଝାଡ଼ଖଣ୍ଡ ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ଅଡ଼ଙ୍ଗପାଳ ଗ୍ରାମରେ ପଶିଛନ୍ତି । ଖରଟିଆ ଧାନ ଫସଲ ନଷ୍ଟ କରିବା ସହ ଗ୍ରାମର ଠାକୁରାଣୀ ଶାଳରେ
Read More...

ବରଗଡ଼ରେ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ସମ୍ମାନିତ କଲା ଜନକଲ୍ୟାଣ ସେବା ଟ୍ରଷ୍ଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଓଡିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେର ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ନବନିର୍ବାଚିତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ପ୍ରବକ୍ତା ପରିଷଦର
Read More...

ଶିକ୍ଷକଙ୍କୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟୀ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ହାଇସ୍କୁଲରେ ଆଜି ଦେଖିବାକୁ ମିଳିଛି ପୂର୍ବତନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କୁ ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା । ସୂଚନାଯୋଗ୍ୟ ଯେ, ଗତ ୧୯୯୪ ମସିହାରେ
Read More...

ଜଣେ ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ଦିଆଗଲା ସିଲେଇ ମେସିନ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ନିଜ ପରିବାରର ଭରଣ ପୋଷଣ କରିବା ସହ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ସେଥି ମଧ୍ୟରୁ କିଛି ଲୋକଙ୍କ ଜୀବନରେ ଆକସ୍ମିକ ଭାବେ ଘରର ମୂରବି ଇହ ଧାମ ତ୍ୟାଗ କରିବା ପରେ ସେହି ବ୍ୟକ୍ତିର ପରିବାର ଉପରେ ବୋଝ୍
Read More...

ପାଟଣାଗଡ଼ରେ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ସରକାରଙ୍କ ଦ୍ୱାରା ବ୍ଲକ ସ୍ତରରେ କାର୍ଯ୍ୟ କରାଯାଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପାଟଣାଗଡ଼ ବ୍ଲକ ପାଟଣେଶ୍ୱରୀ ଉତ୍ସବ ଭବନରେ ୨୦୨୩-୨୪ ଆର୍ଥିକ ବର୍ଷର ସମୀକ୍ଷା ଏବଂ
Read More...

ଜାତୀୟ ପରିସଂଖ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୦୭ରେ, ଭାରତ ସରକାର ଜୁନ୍ ୨୯କୁ 'ଜାତୀୟ ପରିସଂଖ୍ୟାନ ଦିବସ' ଭାବରେ ପାଳନ କରିବା ପାଇଁ, ନିଷ୍ପତ୍ତି ନେଇଥିଲେ । ଏହାର ଉଦ୍ଧେଶ୍ୟ ହେଲା ମହଲାନୋବିସ୍‌ଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ଏବଂ ପରିସଂଖ୍ୟାନ ଓ ଅର୍ଥନୈତିକ ଯୋଜନାରେ ତାଙ୍କର ବ୍ୟାପକ
Read More...

ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ରାଉରକେଲା ରାଜ୍ୟ ହକି ଛାତ୍ରାବାସ ପରିଦର୍ଶନ ବେଳେ ବହୁ ଅନିୟମିତତା ଅଭିଯୋଗ ସାମ୍ନାକୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଜ୍ୟ ହକି ଛାତ୍ରାବାସ ପରିଦର୍ଶନ କରିବାକୁ ଆଜି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯାଇଥିଲେ । ସେ ଛାତ୍ରାବାସ ବୁଲି ଦେଖିବା ସହିତ, ପ୍ରଶିକ୍ଷଣ ନେଉଥିବା ବେଳେ ସେ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କର ଖେଳ ପ୍ରତି ଥିବା ଆଗ୍ରହ
Read More...