Daily Archives

ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟରେ ଛତ୍ରପୁରର ସେବାଦଳ ଅଂଶଗ୍ରହଣ କରିବେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କରେ ବିଭିନ୍ନ ମନ୍ଦିର ଓ ଉତ୍ସବାନୁଷ୍ଠାନ ଯାନିଯାତ୍ରା, ପର୍ବପର୍ବାଣୀରେ ସେବାକାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଥିବା ଛତ୍ରପୁରର 'ସେବା ପ୍ରତିନିଧି' ସେବାଦଳ ଏବର୍ଷ ପୁରୀ ରଥଯାତ୍ରାରେ ସେବା କାର୍ଯ୍ୟ କରିବାକୁ ମନସ୍ଥ କରି ଆଜି
Read More...

ମମିତା ମେହେର ହତ୍ୟା କାଣ୍ଡ : ସିବିଆଇ ତଦନ୍ତ କଲେ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ଏକ ଟିମ୍ ରବିବାର ଦିନ ତୁରେକେଲା ଥାନା ଝରନି ଗ୍ରାମକୁ ଯାଇଥିଲେ । ମହଲିଂଗ ସନ୍ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା କାଣ୍ଡର ସିବିଆଇ ତଦନ୍ତ କରିବା ନେଇ
Read More...

ମୁଗ ମଣ୍ଡି ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଧିନସ୍ଥ ବକୁଲବନ ମହିଳା କୃଷକ ଉତ୍ପାଦକ କମ୍ପାନୀ ଆନୁକୁଲ୍ୟରେ ତା୧୧/୬/୨୦୨୪ ରିଖ ସକାଳ ୧୦ଟା ସମୟରେ ଆନୁଷ୍ଠାନିକ ଭାବେ ରବି ୨୦୨୩-୨୪ନିମନ୍ତେ ମୁଗ ମଣ୍ଡିର ଶୁଭ ଉଦ୍‌ଘାଟନ ହୋଇ ଯାଇଛି । କମ୍ପାନୀର ନିର୍ଦ୍ଦେଶିକା
Read More...

ଜଳ ଯାତନା ମଧ୍ୟରେ ଜୟପାଟଣା ସହର

ଜୟପାଟଣା, (ଶେଷଦେବ ବେହେରା) : ତିନି ଦଶନ୍ଧି ଧରି ଜଳ ପାଇଁ ସଙ୍ଘର୍ଷ କରିଆସିଥିବା ଜୟପାଟଣା ଅଞ୍ଚଳରେ ଆଜି ବି ଅନେକ ଅଞ୍ଚଳ ଶୋଷିଲା ରହିଛି । କ୍ରମାନ୍ୱୟରେ ଅନେକ ଯୋଜନା ଚାଲିଥିଲେ ମଧ୍ୟ ବର୍ଷ ବର୍ଷ ଧରି ପ୍ରଶାସନିକ ଛତ୍ରଛାୟା ତଳେ ରହି ଆସିଥିବା ସଂପୃକ୍ତ ଯନ୍ତ୍ରୀଙ୍କ ଖୋଲା ଖୋଲି
Read More...

ମନ୍ତ୍ରୀ ହେବାପରେ ମୁକେଶଙ୍କ ପ୍ରଥମ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ତ୍ରୀ ହେବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆଜି ଅପରାହ୍ନରେ ପ୍ରଥମ ଥର ପାଇଁ ବଲାଙ୍ଗିର ଗସ୍ତରେ ଆସି ପହଂଚିଥିବା ବେଳେ ବଲାଙ୍ଗିରବାସୀଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର
Read More...

ଆଇସିଏଆର୍‌ ସିଫା ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ୍‌ପି ସିଂ ବଘେଲ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ଓ ପଞ୍ଚାୟତି ରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍‌ପି ସିଂ ବାଘେଲ ଆଜି ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ଠାରେ ଥିବା ଆଇସିଏଆର୍‌-କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି ।
Read More...

ନୀଳଶୈଳ ପକ୍ଷରୁ ରଜ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଳଶୈଳ ତରଫରୁ ରଜ ମହୋତ୍ସବ ସେକ୍ଟର ୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସୌଭାଗିନୀ ମୁଦାଲିଙ୍କ ଅଧ୍ୟକ୍ଷତା ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆହୁରି ୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କୋରାପୁଟ ଓ ମାଲାକାନଗିରିରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୪ ଦିନ ଭିତରେ ଏହା ରାଜ୍ୟର ଅନ୍ୟ ଜିଲ୍ଲାକୁ ଛୁଇଁପାରେ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ
Read More...

ନବୀନଙ୍କୁ ଭେଟିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିବା ଜଣାପଡ଼ିଛି । କଳିକେଶ ଅଂଚଳର ଉନ୍ନତି ପାଇଁ ନବୀନଙ୍କ ସହ ଆଲୋଚନା କରିଥିବା ବେଳେ ଏହି
Read More...

ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଭେଟିଲା ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ବିଜେପି ସରକାର ଆସିବା ପରେ ନୂତନ ମନ୍ତ୍ରୀମଣ୍ଡଳ ଗଠନ ହୋଇସାରିଛି । ଏଥିସହିତ ଗତକାଲି ବିଭାଗ ବଣ୍ଟନ ମଧ୍ୟ ହୋଇସାରିଛି । ଏତିକି ବେଳେ ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ(୪୮୮) ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ
Read More...