Monthly Archives

May 2024

ଗରମ ଯୋଗୁଁ ଟିଟିଲାଗଡ ଅସ୍ତବ୍ୟସ୍ତ : ସହରରେ ତାପମାତ୍ରା ବୃଦ୍ଧି ସହ ହେଉଛି ଅଗ୍ନି ବର୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହରର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ପାଗ ପରିବର୍ତ୍ତନ ହେବା ଯୋଗୁଁ ଗରମ ଯନ୍ତ୍ରଣାରୁ ସହରବାସୀ ମୁକ୍ତି ପାଇଥିବା ବେଳେ ପାଞ୍ଚ ଛଅ ଦିନ ହେବ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସକାଳ ୭ଟାରୁ
Read More...

ସାହିତ୍ୟ ଏକାଡେମୀର ପୁସ୍ତକ ଆଲୋଚନା

ଗୌରହରି ଦାସଙ୍କ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ଏକ ସାର୍ଥକ ସୃଷ୍ଟି : କୃଷ୍ଣା ଭଟ୍ଟାଚାର୍ଯ୍ୟ କୋଲକାତା, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ । କୋଲକାତା ପ୍ରେକ୍ଷାଳୟରେ ଏକ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଜଳୁଛି ପଶ୍ଚିମ ଓଡ଼ିଶା : ବଲାଙ୍ଗିରରେ ତାପମାତ୍ରା ୪୬.୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶା ଜଳୁଛି । ବିନା ଚପଲରେ ମାଟି ଉପରେ ପାଦ ରଖି ହେଉନାହିଁ। ପୋଖରୀର ପାଣି ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ବଲାଙ୍ଗିର
Read More...

ଘରୋଇ କଳିର କରୁଣ ପରିଣତି : ଖୁଡିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା

ପାଟଣାଗଡ଼, (ଅଶୋକ କୁମାର ବାଗ) : ଘରୋଇ କଳିର କରୁଣ ପରିଣତି । ଘରୋଇ କଳିକୁ ନେଇ ନିଜ ମା' ଭଳି ଖୁଡିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା । ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମର ଦଖନ ଧରୁଆ ଓ ଉତ୍ତରା ଧରୁଆଙ୍କ ପୁଅ ଝିଅ ନଥିବାରୁ ତାଙ୍କ ପୁତୁରା ଚିତ୍ର ଧରୁଆଙ୍କୁ
Read More...

ବଦ୍ଦେପାରା ଜଙ୍ଗଲରେ ଗୁଳିବିନିମୟ : କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ

ମାଲକାନଗିରି : ମାଲକାନିଗିର ସୀମାନ୍ତ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ ଜାରି ରହିଛି । ମଦ୍ଦେଡ୍ ଥାନା ବଦ୍ଦେପାରା ଜଙ୍ଗଲରେ ଏନ୍‌କାଉଣ୍ଟର୍‌ ସମୟରେ କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ କୁଖ୍ୟାତ ମାଓନେତ୍ରୀ ମନିଲାଙ୍କ
Read More...

ପୁଣି ବଢ଼ିଲାଣି ତାତି : ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍

ଭୁବନେଶ୍ୱର : ପୁଣି ବଢ଼ିଲାଣି ତାତି । ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ପାର୍ । ଆଜି ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ାର ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୨.୨ ଓ ହୀରାକୁଦ ତାପମାତ୍ରା ୪୨ ଡିଗ୍ରୀ ଥିବାବେଳେ ରାଉରକେଲା ୪୦.୮, କେନ୍ଦୁଝର ୪୦.୫, ଭୁବନେଶ୍ୱର ୩୮.୮ ଡିଗ୍ରୀ ତାପମାତ୍ରା
Read More...

ଅନ୍ତର୍ଲା ଗ୍ରାମ ନିକଟରେ ବିଦ୍ୟୁତ୍‌ ବିଭାଗ ବୋଲେରୋ ଧକ୍କାରେ ବାଇକ୍ ଦୁର୍ଘଟଣା : ଗୁରୁତର ୩ ବାଇକ୍‌ ଆରୋହୀଙ୍କ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲରୁ ଟିକ୍ରାପଡା ରାସ୍ତାର ଅନ୍ତର୍ଲା ଗ୍ରାମ ଶେଷ ମୁଣ୍ଡରେ ସୋମବାର ବିଦ୍ୟୁତ୍‌ ବିଭାଗର ଏକ ବୋଲେରୋ ଓଭର୍‌ଟେକ୍ କରି ଏକ ବାଇକ୍‌କୁ ଧକ୍କା ଦେବାରୁ ବାଇକ୍‌ରେ ଥିବା ୩ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ
Read More...

୩ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ : ୨ ଗିରଫ

ବୌଦ୍ଧ : ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ପ୍ରତିଦିନ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରୁଛି ପୋଲିସ । ଆଜି ଆଉ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ପୋଲିସ । ପୋଲିସ ୩ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରୁ
Read More...

ଦଶମ ଶ୍ରେଣୀରେ ଟିଟିଲାଗଡ଼ର ଝିଅ ଲିପ୍ସାଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଦଶମ ଶ୍ରେଣୀରେ ଏ୧ ଗ୍ରେଡ୍ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଲିପ୍ସା ସାହୁ । ଟିଟିଲାଗଡ଼ ବ୍ଲକ୍ ତଥା ଟିଟିଲାଗଡ଼ ସହରରେ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ଜଣେ ମାତ୍ର ଲିପ୍ସା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ପୂର୍ଣ୍ଣ
Read More...

ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ମିଳିତ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଆନ୍ତର୍ଜାତୀୟ ଦିବସ'ରେ ଆମେ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ସେମାନଙ୍କର ଅସାଧାରଣ ଅବଦାନକୁ ସମ୍ମାନିତ କରୁଛୁ । ୧୯୪୮ ପରଠାରୁ, ଦୁଇ ଲକ୍ଷରୁ ଅଧିକ ଶାନ୍ତି ରକ୍ଷାକାରୀ ୭୧ଟି ମିଶନରେ
Read More...