Daily Archives

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୬ରୁ ୩୦ ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଆବୁ ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଗାମୀ ୨୦୨୪ ସେପ୍ଟେମ୍ବର ୨୬ରୁ ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ରହ୍ମାକୁମାରୀ
Read More...

ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶଙ୍କୁ ଭେଟିଲେ ବଲାଙ୍ଗିରର କିନ୍ନର ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ସମାଜରେ ବିଶ୍ୱାସ ରହିଛି, କିନ୍ନରମାନଙ୍କ ଆଶୀର୍ବାଦ ଖୁବ୍‌ ମୂଲ୍ୟବାନ୍‌ । କିନ୍ନରମାନଙ୍କ ଆଶୀର୍ବାଦ ହେଉ କି ଅଭିଶାପ, କେବେ ବି ଫେଲ୍‌ ହୁଏନାହିଁ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଶୈଳଶ୍ରୀ ପେଲେସକୁ ଆସି ବଲାଙ୍ଗିରର କିନ୍ନର ସମୂହ ବିଜେଡ଼ି ବିଧାୟକ
Read More...

ଛତିଶଗଡ଼ ପୁଲିସକୁ ପୁଣି ସଫଳତା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି ଥିବା ସୂଚନା ରହିଛି । ସୁକମା ଏସ୍‌ପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆର୍‌ଜି ଯବାନ ଟେଟରାଇ ଟୋଲନଇ
Read More...

ବୈତରଣୀ ନଦୀରୁ ମିଳିଲା ଅଜଣା ମୃତଦେହ

ଯାଜପୁର : ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିବା ସୂଚନା ମିଳିଛି । ଯାଜପୁର ଟାଉନ ଥାନା ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଲାଗିଛି ଏହି ମୃତଦେହ । ମୃତକକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Read More...

ବିଦେଶୀ ମଦ ଜବତ : ଜଣେ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ଚଢ଼ଉ କରି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଘଣ୍ଟାପଡ଼ା ଗ୍ରାମର ଦେବାଶିଷ ଦାସ । ସୂଚନା ଅନୁଯାୟୀ, ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡ଼ା ଗ୍ରାମରେ ଚଢ଼ଉ କରିଥିଲେ ।
Read More...

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ପ୍ରଚାର ଓ ବିଜୟ ସଂକଳ୍ପ ସମାବେଶରେ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କର ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ଶ୍ରୀ ରାୟ ସିଭିଲ ଟାଉନ୍‌ସିପ୍‌ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗଦେଇ ଉପସ୍ଥିତ
Read More...

କୋଶଳ ପ୍ରବାହର ମହା ପ୍ରଭାବ : ଜହର ପାଣି ପରିବର୍ତ୍ତେ ଏବେ ପାଇବେ ପାବନୀ ଗଙ୍ଗା

ଜୟପାଟଣା, (ଶେଷଦେବ ବେହେରା) : କୋଶଳ ପ୍ରବାହ ନ୍ୟୁଜର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ମହକୁମା ଠାରୁ ଦୁଇ କିଲୋ ମିଟର ଦୁରେ ଅବସ୍ଥିତ ଚିରକା ଗ୍ରାମର କୁସୁମଖୁଣ୍ଟି ପଡ଼ାବସୀ ପାନୀୟ ଜଳର ଉତ୍କଟ ଅଭାବ ଭୋଗି ଆସୁଥିଲେ । ଗାଁ ପାଇଁ ଦିଆଯାଇ ଥିବା ଗୋଟିଏ ନଳକୂପରୁ କ୍ଷୀର
Read More...

ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ : ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ

କଳାହାଣ୍ଡି : ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ
Read More...

ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନିର୍ବାଚନୀ ପ୍ରଚାର ମଇଦାନକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସିଂହଦେଓ ଓହ୍ଲାଇଛନ୍ତି ନିର୍ବାଚନୀ ପ୍ରଚାର ମଇଦାନକୁ । ବଲାଙ୍ଗିର ସହରର ୱାର୍ଡ଼ ନମ୍ୱର ୨୦ରେ ଡୋର୍‌ ଟୁ ଡୋର୍‌ ବୁଲି ସେ ବିଜେଡ଼ି ସପକ୍ଷରେ
Read More...

ବଲେରୋରୁ ୨୫ ପେଟି ବିଦେଶୀ ମଦ ଜବତ କଲା ପୁଲିସ

ବାଉଁଶୁଣି : ବାଉଁଶୁଣି ପୁଲିସ ବ‌ହିରା ଛକ ନିକଟରେ ଚଢ଼ଉ କରି ବଲେରୋ ଗାଡିରୁ ୨୫ ପେଟି ବିଦେଶୀ ମଦ ଜବତ କରିବା ସହ ସହ ୨ ଜଣଙ୍କୁ ଅଟକ ରଖିଛି । ଅଟକମାନେ ହେଲେ ଝାରମୁଣ୍ଡା ଗ୍ରାମର ଭରତ ବାରିକ ଓ ଲୁମରଜନା ଗ୍ରାମର ନରସିଂହ ଗେଜ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବାଉଁଶୁଣି ପୁଲିସ
Read More...