Daily Archives

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ମୁଖପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଦଳ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ଦଳର ସଂକଳ୍ପ ପତ୍ର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ
Read More...

କାଳ ବୈଶାଖୀର ତାଣ୍ଡବ : ଶତାଧିକ ଘର ଭାଙ୍ଗି ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ । ଜିଲ୍ଲାର ମାଥିଲି ବ୍ଲକରେ ସବୁଠାରୁ ବେଶି କ୍ଷୟକ୍ଷତି କରିଛି କାଳ ବୈଶାଖୀ । ଗତକାଲି ସଂଧ୍ୟାରୁ ହିଁ କ୍ଷୀପ୍ର ଗତିରେ ପବନ ବହିବା ସହ ବିଜୁଳି ଘଡଘଡି ଓ ବର୍ଷା ହୋଇଥିଲା । ମାଥିଲି ବ୍ଲକର କୁଟନିପାଲୀ ପଞ୍ଚାୟତରେ ସବୁଠାରୁ
Read More...

ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ ଓ ବିଷ୍ଣୁ ଦେବ ସାଏ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବାକୁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳର ତୁଙ୍ଗ ନେତା । ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ
Read More...

କଂଗ୍ରେସ୍ ପକ୍ଷରୁ ବାଇକ୍ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜୋର୍ ଧରୁଛି ପ୍ରଚାର । ମ.ରାମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ପଞ୍ଚାୟତ ସଭାପତି ଦିଲ୍ଲୀପ ମହାଖୁଡଙ୍କ ନେତୃତ୍ୱରେ ଏକ ବାଇକ୍ ଶୋଭାଯାତ୍ରା ପ୍ରତି ଗାଁକୁ ଯାଇ ଦଳର ପ୍ରାର୍ଥୀ ଭକ୍ତଚରଣ ଦାସଙ୍କ ପାଇଁ ପ୍ରଚାର କରିଥିଲେ
Read More...

୧୦ରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର : ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ' । ସନ୍ଧ୍ୟା ୬ ଟା ସମୟରେ ଭୁବନେଶ୍ଵରରେ ରୋଡ ସୋ' କରିବେ ନରେନ୍ଦ୍ର ମୋଦୀ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ' ହେବ । ଏହି ରୋଡ ସୋ'ରେ ଯୋଗ ଦେବାକୁ ବିଜେପିର
Read More...

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ ପ୍ରଦର୍ଶିତ ହେଲା ଲକ୍ଷ୍ମଣ ଶକ୍ତିଭେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ଲକ୍ଷ୍ମଣଙ୍କ ଶକ୍ତିଭେଦ । ମାତା ଜାନକୀଙ୍କୁ ଉଦ୍ଧାର କରିବା ପାଇଁ ବାନର ସେନାଙ୍କ ସହ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଯୁଦ୍ଧ ମଇଦାନକୁ ଓହ୍ଲାଇ ରାବଣ ସହିତ ଘନଘୋର ଯୁଦ୍ଧରେ ଥିବା ବେଳେ
Read More...

ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ : ଦୁଇ ଦିନରୁ ନିଖୋଜ ଥିଲେ

କଣାସ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଜଣକ କଣାସ ଗଡ଼ଶାହି ଗାଁର ଦେବୀପ୍ରସାଦ ମିଶ୍ର(୨୦) । ଖବର ଅନୁଯାୟୀ, ଦେବୀ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କିଛି ଦିନ ପୂର୍ବେ
Read More...

ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର : ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ପାଇଁ ବଲାଙ୍ଗିର ପୋଲିସ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଥିବା ବେଳେ ଏଥିରେ ମିଳିଛି ବଡ଼ ସଫଳତା । କାର୍
Read More...

ଭାରୀଯାନ ମଧ୍ୟରେ ଚାପି ହୋଇ ଟ୍ରେଲର ଚାଳକ ମୃତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କାଟେସାହି ରାସ୍ତାର କୋହ୍ଲରୋଡ଼କଳା ଛକ ନିକଟରେ ଥିବା ପାର୍କିଂସ୍ଥଳରେ ଦୁଇଟି ଭାରୀଯାନ ମଧ୍ୟରେ ଚାପି ହୋଇଯିବାରୁ ‌ଜଣେ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ହେ‌ଲେ ବାବୁଲା
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ : କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କଲେ ଗ୍ରାମବାସୀ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା–ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ମଙ୍ଗଳବାର ଭୋର ସମୟ ୩ଟାରୁ ୪ ଘଣ୍ଟା ସମୟରେ ଶୁଣ୍ଢିମୁଣ୍ଡା ଗ୍ରାମର
Read More...