Daily Archives

୩ ଚୋରି ବାଇକ୍‌ ଜବତ : ୨ ଗିରଫ

ଖୋର୍ଦ୍ଧା : ସ୍ଥାନୀୟ ଆଦର୍ଶ ଥାନା ପୁଲିସ ୨ଜଣ ବାଇକ୍‌ ଚୋରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୩ଟି ବାଇକ୍‌ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଯୋଗିଆପାଲି ଗାଁର ମୁରଲୀ ପରିଡ଼ା (୨୨) ଓ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ
Read More...

ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ଆଜି ଦିନ ୨ଟା ୩୦ରେ କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରି ରେକର୍ଡ କରାଯାଇଛି । ୨୧ ତାରିଖ ପରେ ତାତିରୁ କିଛି ଦିନ ପାଇଁ ସାମାନ୍ୟ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି
Read More...

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ବୌଦ୍ଧ : କିଆକଟା ଓଭର୍‌ବ୍ରିଜ ଉପରେ ଘଟଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଗାଡ଼ି ରଖି ଦୁଇଝିଅ ଚଲାପଥ ଉପରେ ଠିଆ ହୋଇ ମହାନଦୀ ଦେଖୁଥିଲେ । ବାଇକରେ ବସିଥଲେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା । ଏହି ସମୟରେ କିଆକଟା ଆଡ଼ରୁ ଦ୍ରୁତ ଗତିରେ ଆସୁଥିବା ଏକ
Read More...

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି : ବଡ଼ଚଣାରୁ ଲଢ଼ିବେ ବର୍ଷା

ଭୁବନେଶ୍ୱର : ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରାଙ୍କୁ
Read More...

ଗୋଟିଏ ଦିନରେ ‘ରାମ ନାମ’ କବିତା ଲିଖନ ରେକର୍ଡ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାମ ନବମୀ ଅବସରରେ ରାଜ୍ୟସ୍ତରୀୟ ରାମ ନାମ ଶୀର୍ଷକ ଲିଖିତ କବିତା ସୃଜନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ଆଧ୍ୟାତ୍ମିକ ସାହିତ୍ୟର ସର୍ବବୃହତ୍ ପ୍ରତିଯୋଗିତା ଥିଲା । ସକାଳ ୭ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ
Read More...

ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜିବୀ

ଅଭିଜ୍ଞତାର ସକରାତ୍ମକ ପ୍ରୟୋଗ ଅଂଚଳର ବିକାଶ କରିଥାଏ - ସମରେନ୍ଦ୍ରବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣର ପ୍ରତିଜ୍ଞା କଲେ ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ହଜାର ହଜାର ସଂଖ୍ୟାରେ ଅଂଚଳରୁ ବୁଦ୍ଧିଜିବୀ ବରିଷ୍ଠ ନାଗରିକ ମତେ ଆଶିର୍ବାଦ ଦେବା ପାଇଁ ଆସି ଥିବାରୁ ମୁଁ
Read More...

ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ ପୂର୍ବତନ ମେୟର ଶିବଶଙ୍କର ଦାଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ ପୂର୍ବତନ ମେୟର ଶିବଶଙ୍କର ଦାଶ, ଯାହାଙ୍କ ନାମ ସାଧାରଣରେ ପିଣ୍ଟୁ ବୋଲି ଜାଣନ୍ତି । ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପିଣ୍ଟୁ ଏକ ଖୋଲା ଯାନରେ ଆସି ଜିଲ୍ଲା ମହକୁମା
Read More...

ଗାଈ ଓ ଛେଳି ଖାଇଗଲେ ୧୦ ଲକ୍ଷ ଟଙ୍କାର ଗଛ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ବନଖଣ୍ଡ ଜଙ୍ଗଲ ଜମିରେ ହୋଇଥିଲା ବ୍ୟାପକ ବୃକ୍ଷରୋପଣ । ଖର୍ଚ୍ଚ ହୋଇଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା । କିନ୍ତୁ ଗଛମାନଙ୍କର ଦେଖାମିଳୁନି । ଯେଉଁ ଜାଗାରେ ବନୀକରଣ ହୋଇଥିବା ଦର୍ଶାଯାଇଛି, ତାହା ଏବେ ଟାଙ୍ଗରା ଭୂଇଁ । ଏହା ହେଉଛି ବୌଦ୍ଧ ବନଖଣ୍ଡ
Read More...

ଦେଓଗାଁ ବ୍ଲକରେ ଗୋପାଳଜୀଙ୍କ ପ୍ରତି ଆସ୍ଥା ପ୍ରକାଶ କଲେ ଜନସାଧାରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକ ଅପାରଗ ଓ କଥା କହୁଥିବା ସରକାର ଚାଲିଛି । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ଚାଲୁଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓଡିଶାରେ ଲାଗୁ କରା ନଯାଇ ସେଇ ଟଙ୍କାରେ କେବଳ ଛାପା ବଦଳାଇ ରାଜ୍ୟ ସରକାର ନିଜର ବାହାବା ନେଉଛନ୍ତି ।
Read More...

ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା । ଖୁବ୍‌ ଉତ୍ସାହର ସହ କଳାକାରମାନେ ନୀତି ପରମ୍ପରା ଅବଲମ୍ବନ କରି ଗତ ରାତିରୁ ରାମଲୀଳା ଅଭିନୟ ଆରମ୍ଭ କରିଛନ୍ତି । ଆଗାମୀ ୨୧ ଦିନ ଧରି ରାମଜୀ ନାଟ୍ୟ ସଂସଦ ପଖ୍ୟରୁ ଜଗନ୍ନାଥପଡ଼ା ନାଟ୍ୟ ମଣ୍ଡପରେ ରାତି
Read More...