Monthly Archives

March 2024

ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ୭୭ ବର୍ଷ ବୟସରେ ପବିତ୍ର ଦୋଳପୁର୍ଣ୍ଣିମା ଗଞ୍ଜାମ ଦୋଳଯାତ୍ରା ଉଦ୍‌ଯାପନ ସମାରୋହ ସମୟରେ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କରି ଶିକ୍ଷା
Read More...

କୁଟାସିଂହାରୁ ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ ରାସ୍ତା ପାଲଟିଛି ମରଣଜନ୍ତା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ଲୋଇସିଂହା - କୁଟାସିଂହା ରାସ୍ତାର ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ୍‌ ନିକଟରୁ ମୁମୁର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ସମାଜସେବି ସନ୍ତୋଷ ବିଶି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଯୋଗେ ବଲାଙ୍ଗିର ଭୀମଭୋଇ
Read More...

ଗମ୍ଭାରୀଗୁଡ଼ାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗ୍ରାମରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଯୁବ କଳାକାର ଭୀଷ୍ମରାଜ ମେହେରଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ଏନେଇ ଆୟୋଜିତ ସଭାରେ ଗଦାଧର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି
Read More...

ବୈଚିତ୍ରମୟ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ପରମ୍ପରା ଅତ୍ୟନ୍ତ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟି ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରିକ
Read More...

ନିଜ ପୈତୃକ ଗାଁରୁ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସଂସଦୀୟ କ୍ଷେତ୍ରରୁ ନାମ ଘୋଷଣା ପରେ ଆଜି ନିଜ ପୈତୃକ ଗ୍ରାମ ଗାଇସିଲେଟରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ନିଜ ପୈତୃକ ଗ୍ରାମ ଗାଇସିଲେଟ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସହ ଗ୍ରାମର ବରିଷ୍ଠ
Read More...

ସଂପର୍କ ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ୨୦୨୪ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍‌ ସର୍କଲଠାରେ ସଂପର୍କ ଆୟୋଜିତ ପାଞ୍ଚଦିନିଆ ଜାତୀୟ ନାଟକ ମହୋତ୍ସବ -୨୦୨୪ ଉଦ୍‌ଯାପିତ ହୋଇଯାଇଛି । ରିମ୍‌ସ ରାଉରକେଲାର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଏହି ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ
Read More...

ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ନନ୍ଦଙ୍କୁ ସ୍ଥାନୀୟ କଂଗ୍ରେସ ଭବନଠାରେ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ଅଶୋକ ନନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ଛାମୁଆ ସଂଗଠନ
Read More...

ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି – ଭିଜିଲ୍ ଆପ୍

● ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ଆପ୍ ଜରିଆରେ ହୋଇଛି ୭୯,୦୦୦ରୁ ଅଧିକ ଉଲଂଘନ ଅଭିଯୋଗ : ୯୯% ମାମଲାର ଫଇସଲା● ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ୍‌ ପ୍ରଯୁକ୍ତି ଉପଯୋଗ ଲାଗି ନିର୍ବାଚନ ଆୟୋଗଙ୍କ ପଦକ୍ଷେପର ଏକ ଅଂଶ
Read More...

ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର
Read More...

ବରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ୍‌ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକ୍‌ର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ମାନସ
Read More...