Monthly Archives

March 2024

ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ ଘଟିକା ସମୟରେ ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ କ୍ୟାନ୍‌ସର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ କ୍ୟାନ୍‌ସର ଜନିତ ସଚେତନତା ଏକ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ସହ ମିଳିତ ଭାବରେ ସାନ୍ ଏବଂ ନିଲ୍ ଫାଉଣ୍ଡେସନ ଏବଂ ଏଚ୍‌ଜିସି
Read More...

ନିର୍ବାଚନ ଆଚରଣ ବିଧି ଲାଗୁଁ ଯୋଗୁଁ ୨୪ ଦିନ ପରେ ଆନ୍ଦୋଳନ ସ୍ଥଗିତ

ଭୂମିହୀନ ଏବଂ ପଟ୍ଟାଧାରୀ ସରକାରଙ୍କୁ କଲେ ଭର୍ତ୍ସନା କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଗତ ୨୨.୨.୨୦୨୪ରୁ ଆମ୍‌ ଆଦମୀ ପାର୍ଟି ସଂଯୋଗ ସୁରଥ ବେହେରାଙ୍କ ଦ୍ୱାରା ଗଣଧାରଣା ଦିଆଯାଇଥିଲା । ୧୬ ଗୋଟି ଦାବୀ
Read More...

ଅନ୍ ଗୋଇଙ୍ଗ୍ କ୍ଷେତ ପୋଖରୀର ବକେୟା ବିଲ୍ ପାଇବାକୁ ହିତାଧିକାରୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ହିତାଧିକାରୀମାନେ ଗତ ବର୍ଷେ ହେଲାଣି ରାଜ୍ୟ ସରକାରଙ୍କ ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗରୁ କ୍ଷେତ ପୋଖରୀ ଖନନ କାର୍ଯ୍ୟ ସଂପୂର୍ଣ୍ଣ କରି ଏ ଯାଏଁ ସେମାନଙ୍କ ବକେୟା ବିଲ୍
Read More...

ବଲାଙ୍ଗିରରେ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ସାମ୍ବାଦିକ ସମ୍ମିଳନୀ

ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନକୁ ଗୁରୁତ୍ଵ ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣତନ୍ତ୍ରର ମହାପର୍ବ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪କୁ ସୂଚାରୁ ରୂପେ ଆୟୋଜନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଏହି
Read More...

ବର୍ତ୍ତିବେନି କଫ ସିରଫ ମାଫିଆ : ଆକ୍ସନ ମୁଡ଼ରେ ତୁରେକେଲା ପୋଲିସ ଟିମ

କଫ ସିରଫ ସହ ବିପୁଳ ପରିମାଣରେ ନିଶା ବଟିକା ଜବତ ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି ।
Read More...

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ବେହେରା ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମାୟାବର୍ହା ଗ୍ରାମକୁ ଧାନଚାଷ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଓ ଯୋଜନା ଅନ୍ତର୍ଗତ ୩୫ ହେକ୍ଟର ପରିମିତ ଜମିର ଏକକାଳୀନ ମୁଗଚାଷ କ୍ଷେତ୍ର ପରିଦର୍ଶନ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକାର ଏକ ଅଧ୍ୟାୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ ଦଳିତ ନେତା ଦ୍ରୋଣ କୁମ୍ଭାର ଓ ବେବି କୁମ୍ଭାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ଚେହେରା ତଥା ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କ ବିଜେଡିକୁ ଘରବାହୁଡା ହୋଇଛି । ଦ୍ରୋଣ କୁମ୍ଭାର ଓ ତାଙ୍କ ପତ୍ନୀ ବେବି କୁମ୍ଭାର ତାଙ୍କର ୨୦୦ ସମର୍ଥକଙ୍କ ସହ ବିଜେଡି ଦଳରେ ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ
Read More...

ନୂତନ ଚୟନ ରାଜ୍ୟ ଟାଇକୋଣ୍ଡା ସଂଘର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଟାଇକୋଣ୍ଡା ସଂଘ ତରଫରୁ ପୁରୀ ସଂସ୍କୃତି ଭବନ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ଟାଇକୋଣ୍ଡା ମହାସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର ଦଲାଲ ଯୋଗଦେଇ ଓଡିଶାରେ
Read More...