Daily Archives

ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର, ୨ ଆହତ

ମୋହନଗିରି : ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣା ପଡିଛି । ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦେଢ଼ଶୁଲି ପଞ୍ଚାୟତର ସାରେଙ୍ଗପଡ଼ା, ପଟାଙ୍ଗି ଓ ତେନ୍ତୁଳିପଡ଼ା ଗାଁର
Read More...

ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୪ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏହାର ରତ୍ନମଦ ସ୍ଥାପିତ ହୋଇଛି ।
Read More...

ବିଜେପି ଯୁବନେତା ଉତ୍କଳ ପଟେଲଙ୍କ ଦେହାନ୍ତ : ମର ଶରୀରକୁ କାନ୍ଧ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ ପାଣୀ) : ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସାପଲହର ଗ୍ରାମର ଜଣେ ସକ୍ରିୟ ଯୁବନେତା ଉତ୍କଳ ପଟେଲଙ୍କ ୩୮ ବର୍ଷ ବୟସରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଯାଇଛି । ଆଜି ସକାଳେ ବରଗଡ଼ରୁ ମର ଶରୀର ପହଞ୍ଚିବା ପରେ
Read More...

କଡ଼ା ସମାଲୋଚନା କଲେ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରଏନ୍‌ ସିଂହଦେଓ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମାଗଣା ଟି-ସର୍ଟ ବଂଟନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ବିଜେପିର ଛାମୁଆ କାର୍ଯ୍ୟକର୍ତ୍ତା ଗୋପାଳଜୀ ପାଣିଗ୍ରାହୀ । ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ
Read More...

ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ନିର୍ବାଚନ ମାହୋଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ଜଣାପଡ଼ୁଛି ନିର୍ବାଚନ ମାହୋଲ୍‌ । ବଲାଙ୍ଗିର ସହରରେ ନିର୍ବାଚନୀ ଉଷ୍ମତାରେ ଆହୁରି ପ୍ରଖରତା ରହିଥିବା ବି ଅନୁମାନ ହେଉଛି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ସ୍ଥିତିକୁ ବଳିଷ୍ଠ
Read More...

କୁଚିଆ ମଦ ବେପାରୀ ଗିରଫ

ବେଲପଡ଼ା : ବେଲପଡା ପୁଲିସ ବୁଢ଼ାଭଟା ଗାଁର ଜଣେ କୁଚିଆ ମଦ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁମଣି ବେହେରା । ଯଦୁମଣି ବେଆଇନ ଭାବରେ ନିଜ ଗାଁରେ ବିଦେଶୀ ମଦ ବିକ୍ରି କରୁଥିଲେ । ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ତାଙ୍କୁ ଗିରଫ କରିଥିଲା ।
Read More...

୩ କ୍ଵିଣ୍ଟାଲ କେନ୍ଦୁ କାଠଗଣ୍ଡି ଜବତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ହରି ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଧଣ୍ଡାମୁଣ୍ଡା ବିଟ କପାସି ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ୩ କ୍ୱିଣ୍ଟାଲରୁ ଅଧିବ କେନ୍ଦୁ କାଠଗଣ୍ଡି ଜବତ କରିଛି । ସୂଚନା ଅନୁସାରେ, ଧଣ୍ଡାମୁଣ୍ଡା ବିଟ ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତ କେନ୍ଦୁଭଟା ଗ୍ରାମ ନିକଟ କପାସି ସଂରକ୍ଷିତ
Read More...

ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା

ଦେଓଗାଁ : ଦେଓଗାଁ ବ୍ଳକ କୁତୁର୍ଲା ଧୃବାନନ୍ଦ କଲେଜ‌ରେ ସୋମବାର ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା ହୋଇଯାଇଛି । ଇକୋ କ୍ଲବ୍‌ ଅଧିନରେ ତଥା ଅଧ୍ୟକ୍ଷ ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ରିସୋର୍ସପର୍ସନ ଭାବେ ବଲାଙ୍ଗିର ନେହେରୁ ଯୁବକେନ୍ଦ୍ରର ଅଶୋକ ମେହେର ଯୋଗଦେଇ
Read More...

ନିର୍ବାଚନ ଆଚରଣ ବିଧି ଯୋଗୁଁ କଂଟାବାଞ୍ଜିରେ ଆପ୍‌ର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ସ୍ଥଗିତ

କଂଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ କର୍ଯ୍ୟାଳୟ ସମ୍ମୁଖରେ ଗତ ୨୨ ଫେବୃୟାରୀରୁ ଆମ୍‌ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଜାରି ରଖିଥିବା ବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ୨୬ ଦିନ ପରେ ଆନ୍ଦୋଳନ ଗତକାଲି ସ୍ଥଗିତ ହୋଇଛି ।
Read More...

ଶିକ୍ଷା ବିକାଶ ସମିତିର ଉଚ୍ଚସ୍ତରୀୟ ଅଧିକାରୀ ଛତ୍ରପୁର ଶିଶୁ ମନ୍ଦିର ପରିଦର୍ଶନ କରିଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନରେ ଶିକ୍ଷାବିକାଶ ସମିତି ଓଡ଼ିଶା ଉଚ୍ଚସ୍ତରୀୟ ଅଧିକାରୀ ଆଗମନ କରିଥିଲେ । ପ୍ରାନ୍ତୀୟ ସମିତି ଶିକ୍ଷାବିକାଶ ସମିତି ଓଡିଶାଙ୍କ ସଂଗଠନ ସଂପାଦକ ।
Read More...