Daily Archives

ମହାଶିବରାତ୍ରୀ ପାଇଁ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତିରେ ଉଠିବ ଜାଗର ଦୀପ । ଏହିଦିନ ଭକ୍ତମାନେ ଉପବାସ କରି ସକାଳୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ଲାଭ କରିଥାନ୍ତି । ରାତିରେ ଜାଗର ଦୀପ ଉଠିବା ପରେ ଉପବାସ ଭାଙ୍ଗିଥାଆନ୍ତି । ଟିଟିଲାଗଡ଼ର ପ୍ରଭୁ ଧବଳେଶ୍ୱର ମନ୍ଦିର ପଶ୍ଚିମ ଓଡ଼ିଶାର ଏକ
Read More...

ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଜରୁରୀ କାଗଜପତ୍ର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବିଏସ୍ଏସ୍ଓ ଏବଂ ଡିଇଓଙ୍କ କାର୍ଯ୍ୟାଳୟରେ ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ତିନୋଟି କମ୍ପ୍ୟୁଟର ସହ ଜରୁରୀ କାଗଜପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଫଳରେ କାମ ବନ୍ଦ ଥିବା ସୂଚନା ମିଳିଛି ।
Read More...

ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କା ଦାନ

ବରଗଡ, (ନିରୋଜ କୁମାର ପାଣୀ) : ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ତାଙ୍କ ଭଣଜା କିଶୋର ପଣ୍ଡା ଦାନ କରିଛନ୍ତି । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ରୋଶନୀ
Read More...

ଡେଲାଙ୍ଗରେ ବିଏସ୍‌କେୱାଇ ନବୀନ କାର୍ଡ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଏସ୍‌କେୱାଇ ନବୀନ କାର୍ଡ ନୂତନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ
Read More...

ଜିଲ୍ଲାର ୨୬ ଜଣଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଅଧସ୍ଥନ କର୍ମଚାରୀ ଚୟନ ଆୟୋଗଙ୍କ ଆଦେଶ ସଂଖ୍ୟା ୨୧୨, ତା ୨୭/୦୨/୨୪ ରିଖରେ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତି ରାଜ ବିଭାଗ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଖାଲିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିମନ୍ତେ ୨୬ ଜଣଙ୍କୁ
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରରେ ଜାତୀୟ ସେବା ଯୋଜନା ଦ୍ୱାରା ଏକ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଓଡିଶାରେ ନିର୍ବାଚିତ ୪୦ଟି ମହାବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର କଲେଟ
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨୨ ଲକ୍ଷ ଟଙ୍କା ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଶୁଭ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଥିବା ସର୍ବ ପୁରାତନ ଲୋକନାଥ ମନ୍ଦିରର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟର କାମ ହେବ । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨ଟି
Read More...

ଆଜି ପବିତ୍ର ମହାଶିବରାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶୈବ ପୀଠ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବ ପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି ପଡୁଛି । ଉତ୍ସାହ ଉଦ୍ଦୀପନାର ସହ
Read More...

ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧିକୁ ହିନ୍ଦ୍‌ ମଜଦୁର ସଭାର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟରେ ରାଜ୍ୟ ସରକାର ଆଉଟସୋର୍ସିଂ ଭାବେ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣାକୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ପକ୍ଷରୁ ସ୍ୱାଗତ କରାଯାଇଛି । ଏନେଇ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନର ମୁଖ୍ୟ ଛାତ୍ର ନେତା ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ସଫଳତା ହାସଲ କରିଥିବା ପ୍ରାକ୍ତନ ଛାତ୍ର ନେତା, ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ଓମ୍‌ ସାର ପୂର୍ବତନ ସଭାପତି ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ
Read More...