Daily Archives

ମହାଶିବରାତ୍ରି ପାଇଁ ଉପାନ୍ତ ରାଣୀପୁରଝରିଆଲ ଚଳଚଂଚଳ-ଲୋକାରଣ୍ୟ ହେଲା ଯୋଗିନୀ ପୀଠ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଜି ହେଉଛି ପବିତ୍ର ଶିବରାତ୍ରି ବା ଜାଗର । ଏହାକୁ ନେଇ ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମହାଦେବ ଭକ୍ତଙ୍କର ମନସ୍କାମନା ପୂରଣ କରୁଥିବାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସକାଳୁ ସକାଳୁ ରୀତିନୀତି ଅନୁସାରେ
Read More...

ଆନ୍ତର୍ଜାତୀୟ ମହିଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳନ କରାଯାଉଥିବା "ଆନ୍ତର୍ଜାତୀୟ ମହିଳା ଦିବସ" ହେଉଛି ମହିଳାମାନଙ୍କ ସଫଳତାକୁ ସମ୍ମାନ ଦେବା, ସମାଜରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏବଂ ଲିଙ୍ଗଗତ ସମାନତା ପାଇଁ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଳନ କରିବା । ପ୍ରଥମ
Read More...

ଘର ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଘର ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଘଟାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଶୁକ୍ରବାର ସକାଳ ପ୍ରାୟ ୬ ଘଣ୍ଟା
Read More...

ଲୋକଙ୍କ ପାଖକୁ ପହଂଚି ସମସ୍ୟା ଶୁଣିଲେ ନରସିଂହ ଓ ସମରେନ୍ଦ୍ର

ପର୍ଯ୍ୟଟକ ରାଜନେତା ପ୍ରତି ସତର୍କ ରୁହନ୍ତୁ ଜନସାଧାରଣ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବାସୀ ଜାଣିବା ଦରକାର ବଲାଙ୍ଗିରରେ ଦୀର୍ଘ ୨୦ ବର୍ଷରୁ ଅଧିକହେବ ବିଜେଡି ଦଳର ନେତୃତ୍ୱରେ ପୌର ପରିଷଦ ଚାଲିଛି କିନ୍ତୁ ପୌରାଞ୍ଚଳରେ ସମସ୍ୟାର ସମାଧାନ ପରିବର୍ତ୍ତେ ଲୋକେ
Read More...

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନକୁ…

• ୪୯.୧୮ ଲକ୍ଷ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ହେବେ ଉପକୃତ• ୪% ଲାଭ ପାଇଁ ରାଜକୋଷରୁ ଖର୍ଚ୍ଚ ହେବ ବାର୍ଷିକ ୧୨,୮୬୮.୭୨ କୋଟି ଟଙ୍କା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ
Read More...

ଖପ୍ରାଖୋଲ ବନ ବିଭାଗକୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ପିକଅପ ଭେନ ଜବତ, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅଞ୍ଚଳରେ ଚାଲିଛି କାଠ ମାଫିଆଙ୍କ ଆତଙ୍କ ରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଅନ୍ତଃରାଜ୍ୟ କାଠ ମାଫିଆମାନଙ୍କ ସହ ମିଶି କେତେକ ଲୋକାଲ କାଠ
Read More...

୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ଅନୁମୋଦନ

କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ୨୮୫ ଟଙ୍କା ବଢ଼ିଲାଗତ ୧୦ ବର୍ଷରେ କଞ୍ଚା ଝୋଟ ପାଇଁ ଏମ୍‌ଏସ୍‌ପି ୧୨୨ ପ୍ରତିଶତ ରେକର୍ଡ ବୃଦ୍ଧି କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି
Read More...

କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କୁ ୩୦୦ ଟଙ୍କାର ସବସିଡି ସୁବିଧା ଜାରି…

୧୦.୨୭ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ମିଳିବ୨୦୨୪-୨୫ରେ ମୋଟ ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା ନୂଆଦିଲ୍ଲୀ, (ପିଆଇବି) : ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ)ର
Read More...

ଏଆଇ ଇନୋଭେସନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଇଣ୍ଡିଆ ଏଆଇ ମିଶନକୁ କ୍ୟାବିନେଟ ମଞ୍ଜୁରି

ଏଆଇ ଇନୋଭେସନକୁ ପ୍ରୋତ୍ସାହିତ କରିବା ପାଇଁ ୧୦,୦୦୦ କିମ୍ବା ତା'ଠାରୁ ଅଧିକ ଜିପିୟୁର ସାର୍ବଜନୀନ ଏଆଇ କମ୍ପ୍ୟୁଟ ଭିତ୍ତିଭୂମି ପ୍ରତିଷ୍ଠା କରାଯିବସ୍ୱଦେଶୀ ମୌଳିକ ମଡେଲର ବିକାଶରେ ନିବେଶପରିକଳ୍ପନାଠାରୁ ବ୍ୟବସାୟୀକରଣ ପର୍ଯ୍ୟନ୍ତ ଏଆଇ ଷ୍ଟାର୍ଟଅପ୍ ପାଇଁ ପାଣ୍ଠି ସହାୟତାସୁରକ୍ଷିତ,
Read More...