Yearly Archives

2023

ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ରେଳ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ରକ୍ତଦାନ ଶିବିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ବାଲେଶ୍ୱରର ବାହନଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିମାନଙ୍କ ପାଇଁ ଏକ ଶୋକ ସଭାର ଆୟୋଜନ କରାଯାଇଥିବା ବେଳେ ଆହତମାନଙ୍କ ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ସହିଦନଗର
Read More...

ନିଷାନ୍‌ର ଚତୁର୍ଥ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଚତୁର୍ଥ ଆଭାସି ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୪ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି
Read More...

ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟ ସମିତି ନିର୍ବାଚନ

ସଇଁତଲା, (ପ୍ରମୋଦ ସେଲମା) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ କାର୍ଯ୍ୟ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ୱର୍କର୍ ସଂଘରୁ ୪ ଜଣ ପ୍ରଦୀପ କୁମାର କର ୬୪୦ ଖଣ୍ଡ ଭୋଟ
Read More...

ବିଶ୍ୱ ସ୍ପେଶାଲ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ଟିକ୍ରାପଡା ଗାଁର ବୈଷ୍ଣବ

ସଭା କରି ଗାଁ ଲୋକେ ଦେଲେ ଆଶୀର୍ବାଦ ସଇଁତଲା, (ପ୍ରମୋଦ ସେଲମା) : ଜର୍ମାନୀର ବର୍ଲିନଠାରେ ଚଳିତ ମାସ ୧୭ରୁ ୨୬ ତାରିଖ ଯାଏଁ ବିଶ୍ୱ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଗାଁର ବୈଷ୍ଣବ ରାଜପଲିଆ ଅଂଶଗ୍ରହଣ
Read More...

ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର/ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର…

୨୪ ଘଣ୍ଟିଆ କଲ୍ ସେଣ୍ଟରରେ ଫୋନ ଉଠାଇବେ ବରିଷ୍ଠ ରେଳ ଅଧିକାରୀପୀଡ଼ିତ ଯାତ୍ରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା ଲାଗି ୧୩୯ ରେଳ ହେଲ୍ପଲାଇନ୍ ସମର୍ପିତ ବାଲେଶ୍ୱର, (ପିଆଇବି) : ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାର
Read More...

ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମଠାରେ ଡୁମାଲ ସମାଜର ସଦସ୍ୟ/ସଦସ୍ୟା ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ
Read More...

ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା, (ସସ୍ମତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।
Read More...

ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ବୈଠକ

ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ
Read More...

ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ପାଇଁ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମଠାରେ ଋଷିକୁଲ୍ୟା ନଦୀକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ଅଭିଯାନରେ ସାମିଲ ହେବା ପାଇଁ ଆୟୋଜିତ ସଭାରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା । ଋଷିକୁଲ୍ୟା ନଦୀ ହେଉଛି ଗଞ୍ଜାମର
Read More...

ଜୁନ ୨୨ରେ ବଲାଙ୍ଗିର ବନ୍ଦ ଡାକରା : ପଶ୍ଚିମ ଓଡିଶା ମହିଳା ସଂଗଠନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ସମାଜରେ ଜାତି ଜାତି ଓ ଧର୍ମ ଧର୍ମରୁ ଆହୁରି ବଡ ବିଭେଦ ମହିଳା ଓ ପୁରୁଷ ସମାଜ ମଧ୍ୟରେ ରହିଛି । ଗୀତା ଭାଗବତ, କୋରାନ ଓ ବାଇବେଲର ପବିତ୍ର ସଂଦେଶ ମଧ୍ୟ ସମାଜରେ ନାରୀକୁ ତାର ପ୍ରକୃତ ହକ ଦେଇ ପାରିନାହିଁ । ଅନେକ କ୍ଷେତ୍ରରେ ପୁରୁଷ କୈନ୍ଦ୍ରିକ ସମାଜ
Read More...