Yearly Archives

2023

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଅମର ଆତ୍ମାର ସଦ୍‌ଗତି ଓ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବାହାନାଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଅମର ଆତ୍ମାର ସଦ୍‌ଗତି ଓ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରି ଗାଇସିଲେଟ ବସଷ୍ଟାଣ୍ତଠାରେ ରାଜବୋଡା ସମ୍ବର କୃଷକ ସଙ୍ଗଠନ ଓ ଜୟ ଭାରତୀ ଶ୍ରମିକ
Read More...

ତାଲପାଲି ଓ କନ୍ଧପାଲି ବନ୍ଧର ପୁନଃଉଦ୍ଧାର ଦାବୀରେ ଧାରଣା ଦେଲେ ଅଂଚଳବାସୀ

ବଲାଙ୍ଗିର ଏକ୍ସନ କମିଟି ଦେଲା ଚରମ ଚେତାବନୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ତାଲପାଲି ଓ କନ୍ଧପାଲି ବନ୍ଧର ତୁରନ୍ତ ପୁନଃ ଉଦ୍ଧାର ଦାବୀରେ ୱାର୍ଡ ନଂ ୨, ୩ ଓ ୪ର ବାସିନ୍ଦାମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । କ୍ରିୟାନୁଷ୍ଠାନ କମିଟିର
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ବିଦ୍ୟାଳୟ ବଲାଙ୍ଗିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବାଲେଶ୍ୱରର ବାହନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ
Read More...

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଆତ୍ମହତ୍ୟା କଲେ ତାଙ୍କ ଡ୍ରାଇଭର

ଭୁବନେଶ୍ୱର : ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି ତାଙ୍କ ଡ୍ରାଇଭର । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରେ ଏହି ଘଟଣା ଘଟିଛି । ଆତ୍ମହତ୍ୟା କରିଥିବା ଡ୍ରାଇଭର ଜଣକ ଧନୁର୍ଜୟ ପାଣ୍ଡେ ବୋଲି ଜଣାପଡିଛି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର
Read More...

୫ଟି ଯୋଜନାରେ ସାମିଲ ହେଲା ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଲୁବେନଗଡ ପଞ୍ଚାୟତର ଲୁବେନଗଡ଼ ସେବାଶ୍ରମ ଓ ମୋହନଗିରି ଗ୍ରାମ ପଞ୍ଚାୟତର ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ଟି ଚତୁର୍ଥ ପର୍ଯ୍ୟାୟରେ ସାମିଲ୍ ହୋଇଛି । ଏନେଇ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଡ଼ିଓ
Read More...

ଡକାୟତି ଯୋଜନା ପଣ୍ଡ କରି ୫ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି । ବଲାଙ୍ଗିର ସହରର ଡେଲିମାର୍କେଟ ପଛପଟ ଏକ ଖୋଲା ଜାଗାରେ ୫ ଜଣ ଦୁର୍ବୃତ୍ତ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ
Read More...

ଘନଘୋର୍‌ ଆନ୍ଦୋଳନରେ ଜିଲ୍ଲା ମିଳିତ ଅମଲା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଭେଲ-୯ ଦରମା ଦାବୀରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଗତ ୧ ତାରିଖ ଠାରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିଥିବା ବେଳେ ଆଜି ଷଷ୍ଠ ଦିନରେ ଧାରଣା ପହଂଚିଥିଲେ ବି ରାଜ୍ୟ ସରକାର ଅମଲା ସଂଘର
Read More...

ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଂଚ ପରେ ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସୂଚନା ଦିଆଯାଇଛି । ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାପାଳଙ୍କ ଚୂଡାନ୍ତ
Read More...

ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା ‘ପ୍ରକୃତି ବନ୍ଧୁ’ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ବଲାଙ୍ଗିର ବିଜାଖମନ ମେଗା ନର୍ସରୀଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପରିବେଶ ଦିବସରେ ବଲାଙ୍ଗିର ବ୍ଲକ ନିମନ୍ତେ ବରକାନି ଗ୍ରାମର ମୂଳବାସିନ୍ଦା ତଥା ପରିବେଶ ପ୍ରେମୀ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ପରିବେଶ ସୁରକ୍ଷା ଓ
Read More...

ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୩ ପାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା
Read More...