Yearly Archives

2023

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ ଗୃହରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୋଇ ଆସୁଥିବା ଏହି ଦିବସ ପରିପ୍ରେକ୍ଷୀରେ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
Read More...

ମୋ ଘର ଯୋଜନା ନିମନ୍ତେ ଋଣ ପ୍ରଦାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋ ଘର ଯୋଜନାରେ ଋଣ ପ୍ରଦାନ । ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ
Read More...

ସରକାରୀ ସହାୟତା ପାଇଲେ ଅସହାୟ ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଆଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଗତ ତିନିବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ପୋଖରୀରେ ବୁଡି ମୃତ୍ୟବରଣ ହେବା ପରେ ଅତି ଅସହାୟ ଅବସ୍ଥାରେ ଦୁଇ ଶିଶୁ ସହିତ ଝାଟିମାଟି ଘରେ ଜୀବନ ବିତାଉଥିଲେ । ତେବେ ଉକ୍ତ ପରିବାର ବିଷୟରେ ଖବର ପାଇଁ ଗତ ମାସରେ
Read More...

ଅହିଂସା ଛକରେ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୪୭ରେ ପଦ୍ମପୁର ସ୍ଥିତ ବଡ଼ପଡ଼ାରେ ଅହିଂସା କ୍ଲବ ଗଠନ କରାଯାଇ ଛକରେ ଏକ ଅହିଂସା ସ୍ତମ୍ଭ ନିର୍ମାଣ କରାଯାଇଥିଲା ଓ ସେହି ସ୍ଥାନକୁ ଅହିଂସା ଛକ ଭାବରେ ନାମିତ କରାଯାଇଥିଲା । ବଡପଡାବାସୀଙ୍କ ଅନୁରୋଧ କ୍ରମେ ଅହିଂସା ଛକରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ
Read More...

ଦେଉଳି ଉଚ୍ଚ ବିଦ୍ୟାଳୟ ସତିଭଟାଠାରେ ବନ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ଦେଉଳି ଉଚ୍ଚ ବିଦ୍ୟାଳୟ ସତିଭଟାଠାରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଚୈତନ୍ୟ ଲୋହାର, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ । ଏହି
Read More...

ଖପ୍ରାଖୋଲରେ ନିରନ୍ତର କୃଷି ସମ୍ପର୍କିତ କର୍ମଶାଳା : ଜୈବିକ କୃଷି ଓ ପ୍ରାକୃତିକ ସମ୍ବଳ ପରିଚାଳନାକୁ ଗୁରୁତ୍ୱ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଏଫ୍‌ଇଏସ୍‌, କୃଷିବିଭାଗ ଓ ଓଏଲ୍‌ଏମ୍‌ର ମିଳିତ ଉଦ୍ୟମରେ ନିରନ୍ତର କୃଷି ସମ୍ପର୍କିତ ଅନୁଭୂତି ସଙ୍କଳନ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଏଫ୍‌ଇଏସ୍‌ ଜିଲ୍ଲା
Read More...

କାଉଣ୍ଟଡାଉନ ଆରମ୍ଭ : କାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ : କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଫାଇନାଲ ଟଚ୍ ଦେବାରେ ଲାଗିଛି ଇସ୍ରୋ । ଫୋକସରେ ସଫଳ ଲ୍ୟାଣ୍ଡିଂ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବାକୁ ପଦକ୍ଷେପ ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଉଛି ।
Read More...

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୨୫ରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୫ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ସନ୍ଧ୍ୟାରେ ରାଜଭବନରେ ଆଦିବାସୀ ସମ୍ପ୍ରଦାୟ ସହ ଆଲୋଚନା କରିବେ । ତାପରେ ଭୁବନେଶ୍ୱର, କଟକ ଓ
Read More...

ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିଲେ ମୋଦୀ । ବାଷ୍ଟିଲ ଡେ' ପରେଡ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଭାରତର ୩ ସେନା
Read More...

ବ୍ରାହ୍ମଣ ସମାଜ ତରଫରୁ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିର ସୁସନ୍ତାନ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ନିଧନ ସୋମବାର ଦିନ ଅପରାହ୍ନରେ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧୁବାର ସଂଧ୍ୟାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ
Read More...