ହସ୍ପିଟାଲ ପରିସରରୁ ମିଳିଲା ମୃତଦେହ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ମୃତଦେହ ପଡିଥିବା ଖବର ମିଳିଛି । ମୃତକ କୋମନା ବ୍ଲକ ଲଖନା ଗାଁର କରନ ରାଉତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସୋମବାର ଦିନ ଜ୍ୱର ହେଉଥିବାରୁ କରନଙ୍କୁ ହସ୍ପିଟାଲରେ!-->…
Read More...
Read More...