Yearly Archives

2023

ମହାନତା ଦେଖାଇଲେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ସ୍ଵପ୍ନେଶ୍ଵର ସାହୁ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ଦଶମାଇଲ୍ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଖରେ ଆଜି ସକାଳ ପ୍ରାୟ ୯.୩୦ ମିନିଟ୍‌ ସମୟରେ ବାଉସେନମୁରା (ସାହାଜବାହାଲ)ର ଅର୍ଜୁନ ମେହେର ନିଜ ମୋଟରସାଇକେଲରେ ଯାଉଥିବା ସମୟରେ ତାଙ୍କର ପର୍ସ ପଡିଯାଇଥିଲା । ସେହି ସମୟରେ ଦଶମାଇଲ ଛକ ସ୍ଥିତ
Read More...

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଯେଉଁମାନେ ସେମାନଙ୍କର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ
Read More...

ଟିଟିଲାଗଡ଼ରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଦିଆଯାଉଥିବା ଛତୁଆ ପ୍ୟାକେଟରେ ଦିଶୁନି ପ୍ରସ୍ତୁତି ତାରିଖ, ସାଧାରଣରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମହିଳା ଓ ଶିଶୁ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଛତୁଆ ପ୍ୟାକେଟରେ ଦେଖା ଯାଉନି ଛତୁଆ ପ୍ରସ୍ତୁତ ହେଉଥିବା ଦିନର ତାରିଖ । ଗତ ତିନି ମାସରୁ ଉର୍ଦ୍ଧ୍ବ ହେବ ସହରର ବିଭିନ୍ନ ୱାର୍ଡରେ ଦିଆଯାଇନାହିଁ ଛତୁଆ, ଚଳିତ ମାସ ବୁଧୁବାର
Read More...

ସୋନପୁର ସହରର ବଡବଜାର ଅଞ୍ଚଳରେ ସ୍ୱତଃ ଏନକ୍ରୋଚମେଣ୍ଟ ହଟାଇଲେ ସ୍ଥାନୀୟ ବାସିନ୍ଦା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଗତ ତା ୧୪/୦୭/୨୩ ରିଖ ସକାଳେ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତିର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ
Read More...

୨୨ ଦଫା ଦାବୀ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲ ସମ୍ମୁଖରେ ଧାରଣା ପ୍ରଦର୍ଶନ ଓ…

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ବଙ୍ଗୋମୁଣ୍ଡା ବ୍ଲକ ଶାଖା ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ସମ୍ମୁଖରେ ଧାରଣା
Read More...

ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ଓ ଶପଥ ପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ତମ୍ବାଖୁ ମୁକ୍ତ ଯୁବା ଅଭିଯାନ : ୨୦୨୩' ଅବସରରେ 'ସଚେତନତା ଓ ଶପଥ ପାଠ
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ଟଙ୍କାର ବୋନସ୍‌ ଓ…

ଉପକୃତ ହେବେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ୨୦୨୨ ଶସ୍ୟବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା : ୨୫୦ କୋଟି ଟଙ୍କା ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬
Read More...

ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ବସାଯିବା ଘଟଣାକୁ ନେଇ ଆଜି ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ପାଳନ କରାଯାଉଛି । ବୁଧବାର ଦିନ ସକାଳୁ ହିନ୍ଦୁ ସମାଜର କର୍ମକର୍ତ୍ତାମାନଙ୍କ ସହ
Read More...

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ

ଗଞ୍ଜାମ,(କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟ ଘଐ-୧୬, ଜାତୀୟ ରାଜପଥର ଆଇ.ଆର.ଇ.ଛକରେ ଏକ ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ । ଯାହା ସି.ସି.ଟିଭି କେମେରା ପ୍ରତିଫଳିତ କରୁଛି । ଏଠାରୁ ଛତ୍ରପୁର ଡ଼ିଆରଡ଼ିଏ ଛକ, କଲେଜ ଛକ, ଏକାମ୍ରନଗର ଛକ
Read More...

ବଲାଙ୍ଗିର ସାମ୍ୱାଦିକ ଭବନଠାରେ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକର ସରପଞ୍ଚ ସଙ୍ଘ ସଭାପତି ଓ ବରିଷ୍ଠ ସରପଞ୍ଚମାନଙ୍କୁ ନେଇ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବ୍ଲକରୁ ଆସିଥିବା
Read More...