Yearly Archives

2023

ଫୋନରେ କଥା ହେବା ବାହାନା କରି ମୋବାଇଲ ଲୁଟ କରିଥିବା ଅଭିଯୋଗରେ ୨ ଗିରଫ, ମୋବାଇଲ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଗୋଏଲଭାଡ଼ି ଛକଠାରେ ଜୈନିକ ଯୁବକ କରଡ଼ି ଓ ଛତୁ ବିକ୍ରି କରୁଥିବା ସମୟରେ କେତେକ ଦୁର୍ବୃତ୍ତ ପହଂଚି ମୋବାଇଲରେ କଥା ହେବା ବାହାନା କରି ମୋବାଇଲ ଲୁଟ କରି ଚମ୍ପଟ ମାରିଥିବା ବେଳେ ପୋଲିସ ହାବୁଡ଼ରେ ଧରାପଡ଼ିଛନ୍ତି
Read More...

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତ ବ୍ୟକ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୁହୁରିହାପଦର ଗ୍ରାମର ବିରଜାନନ୍ଦ ମେହେରଙ୍କୁ
Read More...

ସଇଁତଲାରେ ମାଙ୍କଡ଼ ଆକ୍ରମଣରେ ୧୫ ଆହତ ଘଟଣାରେ ବନ୍ୟଜନ୍ତୁ ଉଦ୍ଧାର ଟିମ୍‌ ଓ ବଲାଙ୍ଗିର ଏସିଏଫ୍‌ର ହସ୍ତକ୍ଷେପ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପାଗଳ ମାଙ୍କଡ଼ ଆକ୍ରମଣକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ବୁଲେଟ ଗାଡି ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉଥିବାରୁ ୧୫ ଜଣରୁ ଅଧିକ ଲୋକ ଆକ୍ରମଣର ଶୀକାର ହୋଇସାରିଲେଣି । ଏହି
Read More...

ମାଲପଡା ରାମସ୍ୱାମୀ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟର ଶିଳାନ୍ୟାସ କଲେ ନରସିଂହ

ମନ୍ଦିର ମାଧ୍ୟମରେ ଅଂଚଳରେ ଶାନ୍ତି ଏକତା ପ୍ରତିଷ୍ଠା ହେଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ଅନ୍ତର୍ଗତ ୧୫ ନଂ. ୱାର୍ଡ ମାଲପଡାଠାରେ ଥିବା ଶ୍ରୀ ଶ୍ରୀ ରାମସ୍ୱାମୀ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟର ଶୁଭ ଶିଳାନ୍ୟାସ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ
Read More...

ସହାୟତାର ହାତ ବଢାଇଲା ପଶ୍ଚିମ ଓଡିଶା ମହିଳା ସଂଗଠନ : କୁଷ୍ଠରୋଗୀଙ୍କୁ ଟ୍ରାଇ ସାଇକଲ ଓ ହ୍ୱିଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା ଓ ଦଳିତଙ୍କ ହକ ପାଇଁ ଲଢୁଥିବା ପଶ୍ଚିମ ଓଡିଶା ମହିଳା ସଂଗଠନ ପୁଇଁନ୍ତଳା ସ୍ଥିତ ନାରାୟଣ କଲୋନୀର କୁଷ୍ଠ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଛି । ସଂଘ ସଭାନେତ୍ରୀ ସବିତା ନନ୍ଦଙ୍କ ଉଦ୍ୟମ ଓ ବଲାଙ୍ଗିର ନିରତାର କେନ୍ଦ୍ର ସହାୟତାରେ ୭ଜଣ ରୋଗୀଙ୍କୁ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଶିଶୁମାନଙ୍କୁ ନେଇ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ସରକାରୀ
Read More...

ଭଗତ ସିଂ କ୍ଲବଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟିକ୍ରାପଡା ଭଗତ ସିଂ କ୍ଲବଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୧୪ର ମା’ ଗୌରୀ ଓ ପ୍ରେରଣା ଏସ୍‌ଏଜି ଗୃପ ପକ୍ଷରୁ ଆୟୋଜିତ ଏହି ଶିବିରରେ ସୁପ୍ରିମ ଟାସ୍କ ହସପିଟାଲ ଓ ନେତ୍ରନିକେତନ ତରଫରୁ ରୋଗୀମାନଙ୍କର
Read More...

ସଦର ବ୍ଲକ କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକ କଂଗ୍ରେସର ଏକ ସାଂଗଠାନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚନ୍ଦନଭାଟି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ
Read More...

ଫାଇଭ୍‌ ଟି ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସକାଳ ୧୦ ଟାରେ ହେଲିକେପ୍ଟର ଯୋଗେ ସେ ଲୋଅର ସୁକତେଲ ଡ୍ୟାମ ସାଇଟରେ ପହଞ୍ଚି ଡ୍ୟାମ ତଥା ସ୍ପିଲୱେ କାର୍ଯ୍ୟର ସମୀକ୍ଷା କରିବେ ।
Read More...