ଅଗ୍ନିବୀର ଯବାନଙ୍କୁ ପୂର୍ବତନ ସୈନିକ ସଂଘ ତରଫରୁ ବଲାଙ୍ଗିର ରେଳ ଷ୍ଟେସନଠାରେ ଭବ୍ୟ ସମ୍ବର୍ଦ୍ଧନା
ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ସରକାରଙ୍କ ଅଗ୍ନିବୀର ଯୋଜନାରେ ସାମିଲ ହୋଇଥିବା ବଲାଙ୍ଗିର ମାଟିର ୮ ଜଣ ଭାରତ ମାତାର ସୁଯୋଗ୍ୟ ସନ୍ତାନ ତାଙ୍କର ପ୍ରଶିକ୍ଷଣ ସାରି ଗୋଟିଏ ମାସ ଛୁଟିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖବର ପ୍ରସାରିତ ହେବା ପରେ ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ!-->…
Read More...
Read More...