Yearly Archives

2023

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବଲାଙ୍ଗିର ଶାଖାକୁ ମିଳିଲା ଏନ୍‌ଏଏସିର ଏ+ ମାନ୍ୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନର ପରିମାପକ କୁହାଯାଉଥିବା ଏନ୍‌ଏଏସି ବା NATIONAL ASSESSMENT AND ACCREDITATION କମିଟି ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବାଲାଙ୍ଗିର ଶାଖାକୁ ଏ+ର ମାନ୍ୟତା ପ୍ରଦାନ କରିଛି । ସୂଚନାଯୋଗ୍ୟ
Read More...

ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ ଓ ପୋଷାକ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ଖଟୁଆ କୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ଅଭିଭାବକ ସମ୍ମିଳନୀ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମହାଲିକଙ୍କ
Read More...

ଗୁଡଭେଲା ସମ୍ଵାଦ ସାହିତ୍ୟର ଆନୁକୂଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ପରିସରରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ନେତୃତ୍ୱରେ ଅଁଳା, କରଞ୍ଜ, ନିମ୍ବ, ତେନ୍ତୁଳି, ଆମ୍ବ ପ୍ରଭୃତି
Read More...

କଣ୍ଟାବାଞ୍ଜିରୁ ଅନ୍ୱେଷା ଛାତ୍ରାବାସକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଅନ୍ୱେଷା ଛାତ୍ରାବାସରୁ ଦୈନିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ସ୍କୁଲଗୁଡିକୁ ଯାତାୟାତ କରିଥାନ୍ତି । ଅନ୍ୱେଷା ଛାତ୍ରାବାସରୁ କଣ୍ଟାବାଞ୍ଜି ଯାଇଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିବାରୁ ଯାନବାହାନ ଯିବା
Read More...

ଜି-୨୦ ଦୁର୍ନୀତି ନିରୋଧୀ ମନ୍ତ୍ରୀସ୍ତରୀୟ ବୈଠକରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

"ଲୋଭ ସତ୍ୟକୁ ଅନୁଭବ କରିବାରେ ବାଧକ ସାଜିଥାଏ""ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଠୋର ନୀତି ଭାରତର ରହିଛି"-ଦୁର୍ନୀତିର ମୁକାବିଲା କରିବା ଜନସାଧାରଣଙ୍କ ପ୍ରତି ସରକାରଙ୍କ କର୍ତ୍ତବ୍ୟ ଅଟେ"ଠିକ୍ ସମୟରେ ସମ୍ପତ୍ତି ଠାବ ଏବଂ ଅପରାଧରୁ ଆସୁଥିବା ଆୟକୁ ଚିହ୍ନଟ କରିବା ମଧ୍ୟ ସମାନ ଭାବରେ
Read More...

ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠ କନ୍ୟା ଅନିତା ପ୍ରଧାନଙ୍କ ଅକାଳ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠ କନ୍ୟା ଅନିତା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା । ଜଣେ ମେଧାବୀ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୭୫ ଜଣ ଅଭିଭାବକ ଯୋଗଦାନ କରିଥିଲେ । ସଭାରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପଳଜୀ ପ୍ରସାଦ ପାଣିଗ୍ରାହୀ
Read More...

ପାଇକମାଲ ପ୍ରାଥମିକ ଶିକ୍ଷକ ସମୂହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ : ତିନି ଦଫା ଦାବୀ ନେଇ ବିଧାୟିକାଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ଧର୍ମଶାଳାରେ ପାଇକମାଲ ବ୍ଲକର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଡୋଳାମଣି ମାହାରଙ୍କ ଅଧ୍ୟକ୍ଷତାରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ନୂତନ
Read More...

ପୋଲିସ ହାଇସ୍କୁଲ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମନୋହରପୁର ପୋଲିସ ହାଇସ୍କୁଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ରାଜେନ୍ଦ୍ର ବନ୍‌ଛୋର, ଶିକ୍ଷକ ସୋରୋଜ କୁମାର ମାଝି, କୃଷ୍ଣପ୍ରିୟା ପଣ୍ଡା, ସରତ
Read More...

ଝାରବନ୍ଧ କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ 'ମେରି ମାଟି ମେରା ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...