ଝାରବନ୍ଧରେ ଜଙ୍ଗଲୀ ଭାଲୁର ମୃତ୍ୟୁ : ପଚି ସଢି ଗନ୍ଧ ହେବା ପରେ ଖବର ପାଇଲା ବନ ବିଭାଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ନିତ୍ୟାନନ୍ଦପୁର ଗ୍ରାମର ଗୋବର୍ଦ୍ଧନ ନାଳ ପାଖରେ ଗତ ୨୦ ତାରିଖ ରିଖ ଦିନ ଏକ ଜଙ୍ଗଲୀ ଭାଲୁ ମରି ପଡିଥିବାର ଖବର ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାର ଖବର ପାଇ ଫରେଷ୍ଟର, ବନ କର୍ମଚାରୀଙ୍କ ସହିତ ପ୍ରାଣୀ!-->…
Read More...
Read More...