Yearly Archives

2023

ଖଣ୍ଡାୟତ କ୍ଷେତ୍ରୀୟ ମହାସଭାର ବାରହାତ ଖଡ୍ଗ ଶୋଭାଯାତ୍ରା

ଓଡ଼ିଶାରେ ଖଣ୍ଡାୟତ ରେଜିମେଣ୍ଟ ହେବା ଦରକାର: ଡ଼ଃ ମଲ୍ଲିକ ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା ଇସ୍ପାତ ନଗରୀ କମିଟି ତରଫରୁ ପାଟଖଣ୍ଡା ରୁପେ ପରିଚିତ ବାରହାତ ଖଡ୍ଗ ପୂଜା ଓ ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସେକ୍ଟର ୩ସ୍ଥିତ
Read More...

ଟାଙ୍ଗୀ ରେଞ୍ଜରେ ପଶିଲେ ଜଙ୍ଗଲୀ ହାତୀ ପଲ, ବ୍ୟାପକ ଉପଦ୍ରବ ସହ ନଷ୍ଟ କରୁଛନ୍ତି ଫସଲ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ଏବେ ୨୦ ଟିିକିଆ ହାତୀ ପଲ ଏବେ ଉପଦ୍ରବ କରୁଛନ୍ତି । ଧାନ କ୍ଷେତରେ ଧାନ ପାଚିବା ଆରମ୍ଭ କରିଥିବା ବେଳେ ଏହି ଜଙ୍ଗଲୀ ହାତୀ ପଲ ଏବେ ଧାନଚାଷ ଜମି ମୁହାଁ ହେଲେଣି । ପଟିଆ-ମାଳ ଜଙ୍ଗଲ ଛାଡି ଏହି ହାତୀ ପଲ ଏବେ
Read More...

ମାଲବାହୀ ଟ୍ରେନ୍‌ ଧକ୍କାରେ ମାଈ ହାତୀ ମୃତ, ଘଟଣାସ୍ଥଳରେ ବନବିଭାଗ

ବଡ଼ବିଲ : ଟ୍ରେନ୍‌ ଧକ୍କାରେ ହାତୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଉଚ୍ଚାବାଲି ନିକଟରେ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଉଚ୍ଚବାଲୀ ନିକଟରେ ରେଳ ଲାଇନ୍‌ ପାର୍‌ ହେଉଥିଲା ହାତୀ । ଏହି
Read More...

କାର୍‌ରେ ଲାଗିଲା ନିଆଁ, ଗାଡିରେ ଥିଲେ ୪ ଜଣ

ବାଲିପାଟଣା : ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର୍‌ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିଶ୍ଚିନ୍ତପୁର ଠାରେ ଘଟିଛି ଏହି ଘଟଣା । ଅଗ୍ନିକାଣ୍ଡରେ କାର୍‌ଟି ପୁରା ଜଳିଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କାର୍‌ଟି ରାଜସରୁ ପୁବାଗଡ଼ ପଟକୁ ଆସୁଥିଲା । ନିଶ୍ଚିନ୍ତପୁର ନିକଟରେ
Read More...

ଟଙ୍କା ନେଣଦେଣକୁ ନେଇ ସଂଘର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ପରେ ସଂଘର୍ଷ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି । ମାମଲା ଆସି ବଲାଙ୍ଗିର ଟାଉନ ଥାନାରେ ପହଂଚିଛି । ସୂଚନା ଅନୁସାରେ ରୁଗୁଡିପଡାର ତଳି ଗଳିରେ ରହୁଥିବା ଜୟନ୍ତ ଶେଖର ରୁଗୁଡିପଡାର ସଞ୍ଜୟ କୁମାର
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୪ ମୃତ

ନୂଆପଡ଼ା : ନୂଆପଡ଼ା ବୋଡ଼େନ ଥାନା ରାଜପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ବାକି ଆଉ ତିନି ଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥୟଳରେ ପହଞ୍ଚି
Read More...

ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଲୋଗୋ ଉନ୍ମୋଚିତ

ନଭେମ୍ବର ମାସ ୨୧, ୨୨ ତାରିଖରେ ଶତ ବାର୍ଷିକୀ ମହୋତ୍ସବଖୁବ୍ ଶୀଘ୍ର ହେବ ଚନ୍ଦ୍ରମଣି ନାଟ୍ୟ ସମ୍ମାନ ଘୋଷଣା ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ
Read More...

ଦଶହରା ରାବଣ ପୋଡିରେ ଅଘଟଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶହରା ରାବଣ ପୋଡିରେ ଅଘଟଣ । ସୂଚନା ଅନୁସାରେ ପଦ୍ମପୁର ଦଶହରା ପାଇଁ ଆୟୋଜିତ ରାବାଣ ପୋଡି ସମୟରେ ରକେଟ ମାଡ଼ରେ ପଦ୍ମପୁରର ସାମଲ ଇଲେକ୍ଟ୍ରୋନିକ୍ସର ମାଲିକ ପ୍ରକାଶ ସାମଲଙ୍କ ଧର୍ମପତ୍ନୀ ଝରଣା ସାମଲ ଓ ପୁରେନା ଗ୍ରାମର ରୂପକାନ୍ତି ଭୋଇ ଗୁରୁତର ଆହତ
Read More...

୨୪ତମ ଦୁର୍ଗାପୂଜାରେ ରାବଣ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ପଲ୍ଲୀବିକାଶ (ଭାଙ୍ଗମୁଣ୍ଡା-ବେହେରାମୁଣ୍ଡା ଛକ)ଠାରେ ଅନୁଷ୍ଠିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଶନିବାର ସପ୍ତମୀରେ କଳସ ଯାତ୍ରା ସହ ମା' ଦୁର୍ଗାଙ୍କର ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମ ପଞ୍ଚାୟତର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ
Read More...