Yearly Archives

2023

ଦନ୍ତା ନେଲା ଜୀବନ : ୨ମୃତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦନ୍ତାର ପାଦରେ ଗଲା ଦୁଇ ଚାଷୀଙ୍କ ଜୀବନ । ମୃତକଙ୍କ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିବାର ଦିନ
Read More...

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ଛତ୍ରପୁର ପ୍ରେସ୍‌ କ୍ଲବ ବିଜୟୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଛତ୍ରପୁରର ଅନ୍‌ସ୍ଲୋ ମିନିଷ୍ଟାଡିୟମରେ ଛତ୍ରପୁର ପ୍ରେସ୍‌ କ୍ଲବ ଓ ବ୍ରହ୍ମପୁର ପ୍ରେସ୍‌ କ୍ଲବ ମଧ୍ୟରେ ଏକ ବନ୍ଧୁତ୍‌ତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କ୍ରିକେଟ ମ୍ୟାଚ୍‌ରେ
Read More...

ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନା ଦେବା ସାଂଗକୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ କୃତୀତ୍ୱ ଅର୍ଜନ କରିଥିବା
Read More...

କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକଳ୍ପ ପରିବାରରେ ପାଳିତ ୫୦ରୁ ଅଧିକ ଶିଶୁମାନଙ୍କୁ ନେଇ କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ପିଲାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବା, ଆବେଗ ନିୟନ୍ତ୍ରଣ, ସେମାନଙ୍କ ମଧ୍ୟରେ ଦେଖାଯାଉଥିବା
Read More...

ବଲାଙ୍ଗିର ସହରର ହୋଟେଲ୍‌ ଇନ୍ଦ୍ରପସ୍ଥରୁ ଟିଭି ଚୋରି କରୁଥିଲେ ବଣ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଇନ୍ଦ୍ରପ୍ରସ୍ଥ ହୋଟେଲରୁ ଟିଭି ଚୋରି କରୁଥିଲେ ଜଣେ କର୍ମଚାରୀ । ଧରିଲେ ସାଥୀ କର୍ମଚାରୀ ଓ ପୋଲିସକୁ ଜିମା ଦେଇଥିବା ସୂଚନା ମିଳିଛି । ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥ ଠାରେ ଜଣେ କର୍ମଚାରୀ ଟିଭି
Read More...

କଣ୍ଟାବାଞ୍ଜି ବୈଷୟିକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବୈଷୟିକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା ଅଭିଯାନ ଗତ ଡିସେମ୍ବର ୧ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡ଼ାକବାଜି ଯନ୍ତ୍ର ଦ୍ବାରା ନାରା ଦେଇଥିଲେ ଯେ, ନଜର ହଟିଲା
Read More...

ସାତ ଲକ୍ଷ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଉତ୍ୟକ୍ତ ଗ୍ରାମବାସୀ । ଅଭିଯୋଗ ମୁତାବକ ରାଇସଲପଦର
Read More...

ବଲାଙ୍ଗିର ନାଗରିକ କମିଟିର ମୁଖପତ୍ର ‘ସୌରଭ’ ଉନ୍ମୋଚିତ : ସାଧାରଣ ଲୋକ ଅସାଧାରଣ କାମ କରିପାରିବେ

ବଲାଙ୍ଗିର, ( ଦେବାଶିଷ ମିଶ୍ର) : ନାଗରିକ କମିଟି ବଲାଙ୍ଗିର ଆନୁକୁଲ୍ୟରେ ଏକ ସ୍ମରଣିକା 'ସୌରଭ’ର ଉନ୍ମୋଚନ ସଭା ସ୍ଥାନୀୟ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଆୟକର କମିଶନର ତଥା ସ୍ତମ୍ଭକାର
Read More...

ମୁରିବାହାଲ ରାଧାକୃଷ୍ଣ ଓ ଶିବମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ସ୍ଵାଗତ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ରବିବାର ଦିନ ୩.୩୦ ଘଟିକାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ଆସିଥିବା "ଅକ୍ଷତ" କଳସକୁ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଖଣ୍ଡ ସଭାପତି ବିରାଜ କୁମାର ମହାନ୍ତି, ଖଣ୍ଡ
Read More...

ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜେପି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଆନ୍ତଃ-ଜିଲ୍ଲାରେ ବିଜେପିର ବାଜିମାତକୁ ନେଇ ଆତସବାଜି ଫୁଟାଇଛନ୍ତି । ଛତ୍ରପୁରର ଆରାଧ୍ୟଦେବୀ ମା'ରାମାୟଣାମ୍ମା ଦେବୀଙ୍କ ଠାରେ ଦୀପ-ପ୍ରଜ୍ଵଳନ ସହ ପୂଜାର୍ଚ୍ଚନା କରି ମିଠା ଖୁଆଖୋଇ ହୋଇ ଖୁସି
Read More...