ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ହେଲା ଶୋକମୟ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷର ମୃତ୍ୟୁ ପରେ ଜନସମାଜ ତାଙ୍କ ଗୁଣଗାନ କଲେ ମାନବ ଜନ୍ମ ସାର୍ଥକ ହୋଇଥାଏ । ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏହା ଜଳଜଳ ହୋଇ ଜଣାପଡୁଥିଲା । ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତନପୁରଠାରେ ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ!-->…
Read More...
Read More...