ଅବସର ନେଲେ କନିଷ୍ଠ ସହାୟକ ରାମ ପ୍ରଧାନ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ରାମଗୋପାଲ ହିନ୍ଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକ ରାମ ପ୍ରଧାନ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ବିଦ୍ୟାଳୟର ମୋ’ ସ୍କୁଲ ଅଭିଯାନର ସଭାପତି ସନ୍ତୋଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ!-->…
Read More...
Read More...