Monthly Archives

August 2023

ରିଷିଡାରେ ବ୍ଲକସ୍ତରୀୟ କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ବ୍ଲକସ୍ତରୀୟ କୁରାଳ ସମାଜର ଭବନ ନିର୍ମାଣ ପାଇଁ ଗତକାଲି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମୁରଲୀଧର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଷାଗାର ଅବା ଜିଲ୍ଲା ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଏବଂ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରାଜ୍ୟ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଗଞ୍ଜାମ ଗସ୍ତ ଓ କୃଷିଜାତ ପ୍ରକଳ୍ପର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବୁଧବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରେ ହୋଇଥିବା ବିଭିନ୍ନ କୃଷିଜାତ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିଥିଲେ
Read More...

ଅଗଷ୍ଟ ୧୯ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହ ଗନ୍ଧମାର୍ଦ୍ଦନ
Read More...

କଂଟାବାଂଜିରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ଜି.ଆର. ପ୍ୟାଲେସରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଆଦିବାସୀ ସଂଘ ଓ ଆବାହକ ଜିଲ୍ଲା ଆଦିବାସୀ ସଂଘ ତରଫରୁ ଏହି ଦିବସ ପାଳିତ ହୋଇଛି । ଏହି
Read More...

୪ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ ଘଟଣା : ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ପୋସ୍କୋ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅଧିନସ୍ଥ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲର ପରିଚାଳନା କମିଟି ସଭାପତି ଅଧ୍ୟୟନରତା ୪ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପାଇଖାନାରେ ଅକାରଣେ ମଂଗଲବାର ଦିନ ବନ୍ଦ କରିଦେଇଥିଲେ । ତେବେ ସେହି ଘଟଣାକୁ ନେଇ ଛାତ୍ରୀ ଓ
Read More...

ଓଏଏସ ପାଇଥିବା ନୀହାରିକା ଝାଙ୍କରଙ୍କୁ କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ନୀହାରିକା ଝାଙ୍କରଙ୍କୁ ତାଙ୍କ ନିଜ ଜାତି ସମାଜ ପଶ୍ଚିମ ଓଡିଶା କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଶାନ୍ତିପଡାଠାରେ ରହୁଥିବା ନୀହାରିକାଙ୍କ ଘରକୁ ଯାଇ ପଶ୍ଚିମ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା କୁଷ୍ଠରୋଗୀଙ୍କୁ ହୁଇଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଷ୍ଠ ରୋଗୀମାନେ ରୋଗରେ ଅଙ୍ଗ ହରାଇବା ଫଳରେ ଦୈନନ୍ଦିନ ଜୀବନରେ ଯାତାୟତ କରିବା ପାଇଁ ଖୁବ କଷ୍ଟ ଭୋଗୁଛନ୍ତି । ତାଙ୍କର କଷ୍ଟ ଲାଘବ କରିବା ପାଇଁ ଆଜି ପୁଇଁନ୍ତଳା ବ୍ଲକ ସ୍ଥିତ ନାରାୟଣ କୋଲିନୀଠାରେ ବସବାସ କରୁଥିବା କୁଷ୍ଠରୋଗୀଙ୍କୁ ପଶ୍ଚିମ ଓଡିଶା ମହିଳା
Read More...

ନେହେରୁ ଯୁବ କେନ୍ଦ୍ର ଦ୍ୱାରା ମେରା ମାଟି ମେରା ଦେଶ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ସ୍ୱାଧୀନର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଭାରତ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଅଛି, ଏହି ଅବସରରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ଉତ୍ସବରେ ଯୋଗଦେଲେ ନରସିଂହ

ଶିକ୍ଷା ହିଁ ଆଦିବାସୀଙ୍କ ବିକାଶର ଚାବିକାଠି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପ୍ରତ୍ୟେକଟି ପରମ୍ପରା ହେଉଛି ତାଙ୍କ ନିଜସ୍ୱ ଆଇନ । ଏହାକୁ କେହି ବଦଳାଇ ପାରିବେ ନାହିଁ । ଆଦିବାସୀ ହେଉଛନ୍ତି ଦେଶର ମୂଳ ଅଧିବାସୀ । ଦେଶର ଜଙ୍ଗଲ, ପାଣି ପବନ ଓ ପ୍ରକୃତି ଉପରେ
Read More...