Monthly Archives

June 2023

ବିଶ୍ୱ ରକ୍ତଦାତା ଦିବସ : ଶରୀରଦାନ, ଚକ୍ଷୁଦାନ ସହ ରକ୍ତଦାନ

ବରଗଡ, (ନିରୋଜ କୁମାର ପାଣୀ) : କଲ୍ୟାଣୀ ସଂସ୍ଥା ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି "ବିଶ୍ୱ ରକ୍ତଦାତା ଦିବସ" ଅବସରରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଏବଂ ଦଶଟି ସକ୍ରିୟ ଅଗ୍ରଣୀ ସଂଘକୁ ନେଇ ମିଳିତ ଭାବେ ବିଜୁ ପଟ୍ଟନାୟକ ଟାଉନହଲଠାରେ ପାଳନ କରିଛି । ଆଜିର ଏହି କାର୍ଯ୍ୟକ୍ରମକୁ
Read More...

ନିଟ୍‌ରେ ଅନିକେଶଙ୍କ ସଫଳତାକୁ ନେଇ ସଇଁତଲାରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ସହରର ବାସିନ୍ଦା ତଥା ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ପୁଅ ବଲାଙ୍ଗିର ଯୁବୋଦୟ ଛାତ୍ର ଅନିକେଶ ପାଣିଗ୍ରାହୀ ସମୁଦାୟ ୬୨୪ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ
Read More...

ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ : ଅସହ୍ୟ ତାତିରେ ମନମୁଖୀ ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳ ବିକଳ, ବିଦ୍ୟୁତ ବିଭାଗୀୟ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ଗତ କିଛି ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଅସହ୍ୟ ତାତି ଅନୁଭୂତି ହେଉଥିବା ବେଳେ ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ ଅଛି । ଏପରି ସ୍ଥଳେ ବିଦ୍ୟୁତ ବିଭାଗର
Read More...

ସରକାର, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ କୋସଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ : ବଲାଙ୍ଗିର ବାଇପାସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ କୋସଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ । ଶ୍ରୀ ମିଶ୍ର ଆହ୍ୱାନ ଦେଇ କହିଛନ୍ତି ଯେ, ଗତକାଲି ବଲାଙ୍ଗିର ଜିଲ୍ଲା ଛୁଇବନ୍ଧଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହେବା ସହ
Read More...

ରୋଟାରୀ କ୍ଲବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡ୍‌ର ବହୁମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବରିଷ୍ଠ ନାଗରିକମାନଙ୍କର ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର
Read More...

ରଥ ଯାତ୍ରାକୁ ସପ୍ତାହେ : ଅର୍ଡ଼ାରେ ୧୬ ଚକିଆ ରଥ ଖଲାରେ ବିରାଜମାନ

ଦେଓଗାଁ, (ମନୀଷ କୁମାର ସାହୁ) : ରଥ ଯାତ୍ରାକୁ ଆଉ ମାତ୍ର ଗୋଟିଏ ସପ୍ତାହ ତେଣୁ ବହୁ ପ୍ରତିକ୍ଷିତ ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ଅର୍ଡ଼ା ଗାଁରେ ୧୬ଚକିଆ ରଥ ମନ୍ଦିର ସମ୍ମୁଖରେ ଆସି ପ୍ରସ୍ତୁତ ରହିଛି । ଅର୍ଡ଼ା ଗାଁ ରଥଯାତ୍ରା ଯୋଗୁଁ ଅଞ୍ଚଳର ବହୁ ଜଣାଶୁଣା ଗାଁ । ଅର୍ଡ଼ା ଗାଁର
Read More...

ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟଠାରେ ଏକ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ, ଡା. ଗୀତାପୀଉଷ ସିନ୍ଧୁ ମିଶ୍ର, ଡା. ଯଦୁମଣି
Read More...

ପଦ୍ମପୁରରେ ଲୋକକଳା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗ ଦ୍ୱାରା ପାଳିତ ହୋଇଥିବା ଲୋକକଳା ଉତ୍ସବ ପଦ୍ମପୁର ବ୍ଲକ ସଂସ୍କୃତି ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ପରିବେଶ ଭିତରେ ଅନୁଷ୍ଠିତ
Read More...

ବିଶ୍ୱ ରକ୍ତଦାତା ଦିବସରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱର ଆନୁକୂଲ୍ୟରେ ରେଡକ୍ରସ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ରକ୍ତ ନାୟକ ସମ୍ମାନ
Read More...

ଦାବୀ ଦୋହରାଇଲେ ନରସିଂହ : ସମଲେଶ୍ୱରୀ ମନ୍ଦିର ତଥା ଦେବୋତ୍ତର ଭିତ୍ତି ଭୂମୀର ବିକାଶ ପାଇଁ ୫୦୦ କୋଟି ଦାବୀ

ସମଲେଶ୍ୱରୀ ମନ୍ଦିର ଓ ଭିତ୍ତି ଭୂମୀର ବିକାଶ ହେଲେ ଯୁବକ ପାଇବେ ରୋଜଗାର : ନରସିଂହ ବଲାଙ୍ଗିର (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସମଲେଶ୍ୱରୀ ମନ୍ଦିରର ପୁନଃ ନିର୍ମାଣକୁ ନେଇ ପୂର୍ବରୁ କରିଥିବା ଦାବୀକୁ ଦୋହରାଇଛନ୍ତି । ଏକ ପ୍ରେସ
Read More...