ବଲାଙ୍ଗିର ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ : କାଠ ସହ ଟ୍ରାକ୍ଟର ଜବତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ବଲାଙ୍ଗିର ରେଂଜର କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଏକ ଟ୍ରାକ୍ଟର (ଓଆର୍୦୩ଇ୫୩୨୨)କୁ ଜବତ କରାଯାଇଥିବା!-->…
Read More...
Read More...