Monthly Archives

March 2023

ରୋତ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ କଲେଜରେ ଦୀର୍ଘ ୯ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିରରେ କଲେଜର ଏକ ଶହରୁ ଅଧିକ ଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ ରଥ ଯୋଗ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହରେ ସମ୍ବର୍ଦ୍ଧିତ ହେଲା ଜୟଶ୍ରୀ ପ୍ରିଣ୍ଟର୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଆଜି ଶେଷ ଦିନରେ ଉଦ୍ୟୋଗ
Read More...

ବେଲପଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଗ୍ରାମ ଖେଳ ପଡ଼ିଆଠାରେ ବେଲପଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ଓ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ
Read More...

୨ୟ ଡୁଙ୍ଗୁରିପାଲି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡୁଙ୍ଗୁରିପାଲି ଆଥେଲେଟିକ ଅନୁଷ୍ଠାନ ତରଫରୁ ଦୁଇ ଦିନ ଧରି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ, ବଲାଙ୍ଗିର, ସୋନପୁର ଜିଲ୍ଲାର ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପଶ୍ଚିମ ଓଡ଼ିଶାରେ ନକଆଉଟ ପ୍ରକ୍ରିୟାନ ହୋଇ
Read More...

ସୁନ୍ଦରଗଡ ଜିଲ୍ଲା ମହିଳା ପତଞ୍ଜଳି ଯୋଗସମିତି ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ କମ୍ୟୁନିଟି ସେଣ୍ଟରଠାରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ବାଇଁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ପ୍ରଭାରୀ ଅକୃର
Read More...

ୟୁଥ ହଷ୍ଟେଲ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲ ରାଉରକେଲା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୩ ସ୍ଥିତ ମାନବ ସେବା ସଦନଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଜାତୀୟ କାଉନସିଲ ସଭ୍ୟ ନିରଞ୍ଜନ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି
Read More...

ହାପି ମୋମେଣ୍ଟସ ଓ ଆଇବିଡବ୍ଲୁଏ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେଣ୍ଟସ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି
Read More...

ଓଡିଶା ଥିଏଟର ଏକାଡ଼େମୀ ଓ ପରିଚୟ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଥିଏଟର ଏକାଡ଼େମୀ ଓ ନାଟ୍ୟାନୁଷ୍ଠାନ ପରିଚୟର ମିଳିତ ଆନୁକୂଲ୍ୟରେ ଆଦର୍ଶ ସାହିତ୍ୟ ଘର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଡଃ ସମର ମୁଦାଲିଙ୍କ ସଭାପତିତ୍ବ ଓ ପରିଚୟର ସଂପାଦକ ପଞ୍ଚାନନ
Read More...

ଇଣ୍ଡିଆ ଫାଉଣ୍ଡେସନ୍‌ ତରଫରୁ ମହିଳା ଦିବସ ପାଳିତ

ନର୍ଲା : ଇଣ୍ଡିଆ ଫାଉଣ୍ଡେସନ୍‌ ଫର୍ ହ୍ୟୁମାନି ଷ୍ଟିକ୍ ଡେଭଲପମେଣ୍ଟ (ଆଇଏଫ୍‌ଏଚ୍‌ଡି) ତରଫରୁ ନର୍ଲା ବ୍ଲକ ଅନ୍ତର୍ଗତ ଘୁପ୍ଟି ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଇଏଫ୍‌ଏଚ୍‌ଡିର ଆଞ୍ଚଳିକ ସଂଯୋଜକ ଗନ୍ଧର୍ବ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ
Read More...

୨୭ତମ ଯାଦବ ସମାଜର ଦୋଳ ମହୋତ୍ସବ ଉଦ୍‌ଯାପିତ

ଗାଁ ବାଡି ଖେଳରେ ଦୁଳୁକିଲା ବଲାଙ୍ଗିର ସହର ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌରାଞ୍ଚଳ ଯାଦବ ସମାଜ ଆନୁକୂଲ୍ୟରେ ଗତ ଦୁଇ ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସକାଳ ୭ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ୯ଟାରେ ଶେଷ ହୋଇଥିଲା । ରୀତିନୀତି ମଧ୍ୟରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି
Read More...