Monthly Archives

March 2023

ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟିର ଖବରଦାତା ସମ୍ମିଳନୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟି ଦ୍ୱାରା ରବିବାର ଦିନ ହରିଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ଧରି
Read More...

ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର : ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୯ ତାରିଖରେ ୮୮ ହଜାର, ୧୦ରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭ୍‌ ରିଡ୍‌ଲେ ମା' କଇଁଛ କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଭିଡ଼
Read More...

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଶନିବାର ବଣାଇ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବୀରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ୫-ଟି
Read More...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଜର୍ଣ୍ଣାଲିଜମ ପରୀକ୍ଷା ଦେଲେ ପୁଞ୍ଜିଲାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଶନିବାର ଜର୍ଣ୍ଣାଲିଜମ(ସାମ୍ବାଦିକତା) ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେ ଡ଼ିଷ୍ଟାନ୍ସ ଏଜୁକେସନ ସହାୟତାରେ 'ମାଷ୍ଟର ଇନ ଜର୍ଣ୍ଣାଲିଜିମ' ପାଠ୍ୟକ୍ରମ ଅନ୍ତର୍ଗତ ପ୍ରଥମ ସେମିଷ୍ଟାରର
Read More...

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାପଡାହାଣ୍ଡି : ପାପଡାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ତାଙ୍କ ନାମ କମଳସିଂ ଅମନାତ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶନିବାର ରାତିରେ କମଳ ଖାଇ ସାରିବା ପରେ ବାହାରକୁ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ବଖରା ଚାଳ ଛପର ଘର

ବାଲିକୁଦା : ବାଲିକୁଦା ଥାନା ଅନ୍ତର୍ଗତ କାଳିଓ ପଞ୍ଚାୟତ ଅଧୀନ ଜଙ୍ଖୁରୀ ଗାଁରେ ଅଗ୍ନିକାଣ୍ଡ ଘଯି ଦୁଇ ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗାଁର ଅଭୟ ମଲ୍ଲିକ ଓ ସୁଷମା ମଲ୍ଲିକଙ୍କର ୬ ବଖରା ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ
Read More...

ଦନ୍ତାହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ : ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ୍ ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତା ପାର୍ଶ୍ଵରୁ ଶହେ ମିଟର ଦୂର ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ଏକ ଚାଷଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା
Read More...

ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ । ଅପରାଧଖୋର୍‌ ଅପରାଧୀଙ୍କ ଲମ୍ବା ତାଲିକା ନେଇ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ଜମି ମାଫିଆ ଟିମନ୍‌ କୁମ୍ଭାରଙ୍କ ଘର ଓ ଅଫିସକୁ ଗତକାଲି ଟାର୍ଗେଟ କରି ଧୂଳିସାତ କରାଯାଇଛି । ଗତକାଲି ବିଳମ୍ବିତ
Read More...

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଅଗ୍ନିଶମ ଗାଡ଼ି

ଛତ୍ରପୁର : ଗଞ୍ଜାମ ସହର ବଡ଼ବଜାର ମେଡିକାଲ ଛକ ନିକଟରେ ଗ୍ରାସୀମ କେମିକାଲର ଅଗ୍ନିଶମ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଜଣକ ସୁଶାନ୍ତ ମଣ୍ଡଳ(୪୨) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା
Read More...

ସର୍ଟସର୍କିଟ୍ ଯୋଗୁଁ ୨ ମହଲାରେ ଅଗ୍ନିକାଣ୍ଡ

କଟକ : କଟକ ଯୋବ୍ରା ୪୧ ନମ୍ବର ୱାର୍ଡ ନୂଆ ସାହିରେ ଅଗ୍ନିକାଣ୍ଡ । ନୂଆ ସାହି ସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ଅଗ୍ନିଶମ ବିଭାଗ । ଏହି ନିଆଁ ସ୍ୱର୍ଗତ ଦିବାକର ମହାନ୍ତିଙ୍କ ଘରେ ଲାଗିଥିବା ଜଣାପଡ଼ିଛି । ତେବେ
Read More...