Monthly Archives

March 2023

ଫଟାମୁଣ୍ଡାରେ ବନ ବିଭାଗର ଚଢ଼ାଉ : ଅସ୍ଥାୟୀ କରତ କଳ ସାଙ୍ଗକୁ ଲକ୍ଷାଧିକ ଟଙ୍କାର କାଠପଟା ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର, ଲୋଇସିଂହା ଓ ଦେଓଗାଁ ରେଞ୍ଜ ବନବିଭାଗ ମିଳିତ ଭାବେ ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଗୁରୁବାର ରାତିରେ ଚଢ଼ାଉ କରି ଟ୍ରାକ୍ଟର ଦ୍ୱାରା ଚାଲୁଥିବା ଏକ ଅସ୍ଥାୟୀ କରତ କଳ
Read More...

ପାଟଣାଗଡ଼ ବିଜେପି ପକ୍ଷରୁ ଥାନାରେ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ସଦାଶିବ ସରାଫ୍‌) : ଆଜି ପାଟଣାଗଡ଼ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଥାନାକୁ ଆସି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା
Read More...

ଆଜିଠାରୁ ଆରମ୍ଭ ହେବ ବୁବେଲଠାରେ ଦୋଳ ମହୋତ୍ସବ ଓ କଂସ ଦରବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ବୁବେଲଠାରେ ଆଜିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ ତାରିଖରୁ ୭ ତାରିଖ ଯାଏଁ ପ୍ରତିଦିନ ସଂନ୍ଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା
Read More...

ୟଙ୍ଗ ଷ୍ଟାର କ୍ଲବ ଦ୍ୱାରା ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ

ଭବାନୀପାଟଣା, (ପି.କେ.ସାହୁ) : ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଯୁବ ସଂଗଠନ ତରଫରୁ ତିଳଯୋଡିଠାରେ ଥିବା ଫରେଷ୍ଟ କ୍ଵାଟର୍‌ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୁବକ ଯୁବତୀମାନେ ଗାଁରେ ଏକ ପରିକ୍ରମା କରିଥିଲେ । ଲୋକମାନଙ୍କୁ ଲିଫ୍ଟଲେଟ ଦେଇ ବନ୍ୟଜନ୍ତୁଙ୍କୁ ନମାରି
Read More...

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା : ମୁଖ୍ୟମନ୍ତ୍ରୀଇନୋଭେସନ ଓ ଟେକ୍‌ନୋଲୋଜି ଦ୍ବାରା ଲିଙ୍ଗଗତ ବିଭେଦ ଦୂର କରାଯାଇ ସମାଜରେ ପରିବର୍ତ୍ତନ ଆସିପାରିବକିଶୋର କିଶୋରୀମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀଆଉ ପଛକୁ ନୁହେଁ, ଏଣିକି
Read More...

‘ଚାଲ ପଡା କେ ବୁଲି ଜିମା’ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଟୁକୁନୀ ସାହୁ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ 'ଚାଲ ପଡା କେ ବୁଲି ଜିମା' କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ । ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଦ୍ୱାରା ପରିଚାଳିତ ସରକାରୀ
Read More...

ସମରା ଗ୍ରାମରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନ ଓ ଥ୍ରୀ-ଏମ୍‌ର ମିଳିତ ଉଦ୍ୟମରେ ଗୁଡଭେଲା ବ୍ଲକ ସ୍ଥିତ ସମରା ଗ୍ରାମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସମୂହଙ୍କ ସବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡା ମହମ୍ମଦ
Read More...

ବେଲପଡା ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଥାନରେ ଧାରଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ତଥା ଆଖପାଖ ଅଞ୍ଚଳରେ ନିଶା ସେବନ ଦିନକୁ ଦିନ ଅତ୍ୟଧିକ ମାତ୍ରାରେ ବ୍ୟାପୀ ଚାଲିଛି । ମଦ୍ୟପମାନେ ମଦ୍ୟପାନ କରି ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ବେଳେ ବେଲପଡା ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବୋଲି କହି ଅଞ୍ଚଳବାସୀ କ୍ଷୋଭ
Read More...

ଗଞ୍ଜେଇ ଚୋରା ଚାଲାଣ : ୬ ଗିରଫ

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା । ଦୁଇଟି ପୃଥକ ସ୍ଥାନରେ ଚଢାଉ କରି ମୋଟ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଚୋରା ଚାଲାଣରେ ବ୍ୟବହୃତ ଏକ କାର୍‌ ଓ ବୋଲେରୋକୁ ଜବତ କରିବା ସହ ୬ ଜଣ ଅଭିଯୁକ୍ତ ବନ୍ଧା ହୋଇଛନ୍ତି । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ
Read More...

ଦ୍ୱିତୀୟ ଦିନରେ ୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା : ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହା ସହିତ ବୁଦ୍ଧିଜୀବୀ ଛାତ୍ର ଓ ଜନସାଧାରଣଙ୍କ ସହ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଦ୍ଵିତୀୟ ଦିନରେ ପାଣ୍ଡିଆନ ବାଙ୍ଗିରିପୋଷି
Read More...