Yearly Archives

2022

ମହାସମୁନ୍ଦ ଠାରେ କନ୍ଧ ସମାଜ ଯୁବ ସଂଗଠନର ସଚେତନ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଶାଖା ଗଠିତ ହୋଇଯାଇଛି । ପ୍ରଥା ପରମ୍ପରା ସଂସ୍କୃତିକୁ ନେଇ ଏକ ସୁସ୍ଥ ସମାଜ ଗଠନ ସକାଶେ ସ୍ଥାନୀୟ ବାସିନ୍ଦା ଲୋକେଶ ମାଝୀଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ : ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଲା ସ୍ୱୟଂ ଚଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନର
Read More...

ଝାରବନ୍ଧରେ ନେହେରୁ ଯୁବକେନ୍ଦ୍ରର ସିଲେଇ ଓ ଏମ୍ବ୍ରୋଡୋରି ତାଲିମ୍ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ନେହେରୁ ଯୁବକେନ୍ଦ୍ର, ବରଗଡ଼ ତରଫରୁ ଝାରବନ୍ଧର କୋତନା ଗ୍ରାମ ଠାରେ ସିଲେଇ ଓ ଏମ୍ବ୍ରୋଡୋରି ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରବନ୍ଧ ବିଡ଼ିଓ ଲୋକନାଥ ଶବର ମୁଖ୍ୟ ଅତିଥି ଓ
Read More...

ଶିଶୁ ଯତ୍ନ ଅନୁଷ୍ଠାନର କ୍ରୀଡା ଉତ୍ସବ ଉତ୍ସାହ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ଶିଶୁମାନଙ୍କୁ ନେଇ କ୍ରୀଡା ଉତ୍ସବ 'ଉତ୍ସାହ' ଅନୁଷ୍ଠିତ ହୋଇଯାଇଛି । ରାମେଶ୍ୱର ଠାରେ ଥିବା ଷ୍ଟାଡିୟମରେ ଅନୁଷ୍ଠିତ ଏହି କ୍ରୀଡାର
Read More...

ସାବିତ୍ରୀ ବାଈ ଫୁଲେ ସମ୍ମାନରେ ସମ୍ମାନିତ ହେଲେ ସେବିକା ରାଜହଂସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ନୂଆଦିଲ୍ଲୀରେ ୨ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଭାରତର ସମସ୍ତ ରାଜ୍ୟରୁ, ସମସ୍ତ ଭାଷାର ଦଳିତ ସ୍ଥାନରୁ ଜଡିତ ଦଳିତ ସାହିତ୍ୟକାର୍, ପତ୍ରକାର୍, ଲେଖକ, ସମ୍ପାଦକ ଏବଂ ସମାଜସେବୀଙ୍କୁ
Read More...

ଆନ୍ତର୍ଜାତିକ ଭିନ୍ନକ୍ଷମ ୨୦୨୨ ସମ୍ମାନରେ ସମ୍ମାନିତ ହେଲେ ରୋଲିନି ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ର କୁମାରୀ ରୋଲିନି ଦାଶଙ୍କୁ ଆନ୍ତର୍ଜାତିକ ଭିନ୍ନକ୍ଷମ ୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସେ ବିକଳାଙ୍ଗ, ଦିବ୍ୟାଙ୍ଗ, ଭିନ୍ନକ୍ଷମ, ନିରାଶ୍ରୟ, ଅସହାୟ ଲୋକ ମାନଙ୍କର ସେବା ଆଜକୁ ୧୬ ବର୍ଷ
Read More...

ପାଟଣାଗଡ଼ ଏନ୍‌ଏସିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ଏନ୍‌ଏସିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଏହି କ୍ରମରେ ସେ ଏନଏସି କାର୍ଯ୍ୟାଳୟରେ ମଇଳା ବୋଝେଇ ଗାଡି ଲୋକାର୍ପଣ କରିଛନ୍ତି ।
Read More...

ବୈତାଳି କ୍ଲଷ୍ଟର ସିଆର୍‌ସିସିଙ୍କ ଅଭିନବ ପ୍ରୟାସ : ପ୍ରତ୍ୟେକ ବିଦ୍ୟାଳୟରେ ରହିଲା ଖବରକାଗଜ ପଠନ କୋଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରରେ ଆଞ୍ଚଳିକ ସାଧନ ସଂଯୋଜକ ଭାର ଗ୍ରହଣ କରିବା ପରେ ଶିକ୍ଷକ ଦିବସ କୁମାର ସାହୁ ତାଙ୍କ କ୍ଲଷ୍ଟରରେ ଅନେକ ସଂସ୍କାର ମୂଳକ କାର୍ଯ୍ର କରିଆସୁଛନ୍ତି ଯାହା ଯୋଗୁଁ ଝାରବନ୍ଧ
Read More...

ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଜୟପୁର : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ଆମ୍ବାଗୁଡା ବିଜେ-୨ର ନିର୍ମଳ ଦେ(୬୦) । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ସଦର ପୁଲିସ ଜବତ କରିଛି । ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଡିଏଚଏଚକୁ ପଠାଯାଇଛି ।
Read More...

ନୂଆପଡା ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ, କୁମ୍ଭଭରଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନୂଆପଡା ଠାରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ, କୁମ୍ଭଭରଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ପାଣ୍ଠିରୁ ଏହି ମନ୍ଦିର
Read More...