Yearly Archives

2022

ରାଣୀପୁର ଝରିଆଲରେ ନିର୍ଝରିଣୀର ସାରସ୍ଵତ ସମାବେଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନର ୧୧ତମ ବାର୍ଷିକ ସାରସ୍ୱତ ସମାବେଶ ସୋମେଶ୍ୱର ଶୈବପୀଠ ରାଣୀପୁର ଝରିଆଲରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସୋମେଶ୍ୱର ବାବାଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ସଭା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ବହୁଭାଷୀ
Read More...

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ହିନ୍ଦୀ ଅଧ୍ୟାପକ ପୁରନ୍ଦର ବିଶ୍ୱାଳଙ୍କ ଜୀବନ : ବଲାଙ୍ଗିରରେ ଶୋକର ମହଲ

କଟକ, (କେପିଏନ୍‌ଏସ୍‌) : ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ହିନ୍ଦୀ ଅଧ୍ୟାପକଙ୍କ ଜୀବନ । ଏମିତି ଏକ ଦୁଃଖଦ ଖବର ଘଟିଛି କଟକ ସଦର ଥାନା ଅଂଚଳ ପାଇକସାହି ଠାରେ । ହିନ୍ଦୀ ଅଧ୍ୟାପକ ଜଣକ ପୁରନ୍ଦର ବିଶ୍ୱାଳ ହୋଇଥିବା ବେଳେ ସେ ରେଭନ୍ସା ବିଶ୍ୱ ବିଦ୍ୟାଳୟରେ ପାଠ ପଢାଉଥିଲେ । ତେବେ
Read More...

ଗଇଁନ୍ତଲା ଠାରେ ସମଲେଶ୍ଵରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କାଲ୍‌ସାଇପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗଇଁନ୍ତଲା ଠାରେ ସମଲେଶ୍ଵରୀ କ୍ଲବ ତରଫରୁୁ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଏଥିରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା
Read More...

ବିଜୁ ଜନତା ଦଳ ଓ ନାଗରିକ କମିଟି ଆଗଲପୁର ତରଫରୁ ଯେଭଲିନ ଥ୍ରୋରେ ଆହତ ହୋଇଥିବା ସଦାନନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତଦୁଇ ଦିନ ତଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ପଂଚାୟତ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର ଯେଭଲିନ ଥ୍ରୋରେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଆଇସିୟୁ ଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଶୀଘ୍ର ସୁସ୍ଥ କାମନା ପାଇଁ ବିଜୁ
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଚନ୍ଦାହାଣ୍ଡି ବିଜେପି ପ୍ରତିନିଧି ଦଳ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଏକ ବିଜେପି ପ୍ରତିନିଧି ଦଳ ନବରଙ୍ଗପୁର ଠାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଭେଟିଥିଲେ । ଚନ୍ଦାହାଣ୍ଡି ଅଂଚଳରେ ପ୍ରବାହିତ ତେଳ ନଦୀରେ ବୃହତ ଜଳ ସେଚନ ପ୍ରକଳ୍ପ ନିର୍ମାଣ,
Read More...

ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଯାପିତ : ରାମଜୀ ପଡ଼ାକୁ ୨-୦ଗୋଲରେ ହରାଇ ତୁଳାପଡ଼ା ବିଜୟୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ ସ୍ଥିତ ଅଗ୍ରଣୀ କ୍ରୀଡ଼ାନୁଷ୍ଠାନ ଲାଞ୍ଜିଗଡ଼ ରୋଡ଼ ସ୍ପୋଟର୍ସ ଆସୋସିଏସନ୍ ଆନୁକୂଲ୍ୟରେ ସିକେରକୁପା ବାଉଁଶ ଡିପୋ ଖେଳ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଗତକାଲି ଫାଇନାଲ ମୁକାବିଲା ସହିତ ଉଦ୍‌ଯାପିତ
Read More...

ଜାତୀୟ ସ୍ତରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଯୁବବର୍ଗ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ୱ ନେବା ଆବଶ୍ୟକ : ମନ୍ତ୍ରୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓ-ହବ୍‌ ଠାରେ ଷ୍ଟାର୍ଟଅଫ୍‌ ଓଡିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ
Read More...

ପାଚେରୀଘାଟ ମହୋତ୍ସବରେ ବଲାଙ୍ଗିର ଢୋଲମୁହୂରୀ କଳାପରିଷଦ ସମ୍ମାନିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ପାଚେରୀଘାଟ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଢୋଲମୁହୂରୀ କଳାପରିଷଦକୁ ଆଯୋଜକ କମିଟି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି । ମହୋତ୍ସବ
Read More...

ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ ‘ଅବତାର-୨ର ଧମାକା

୨ ଦିନରେ ୧୦୦ କୋଟି ଆୟ ମୁମ୍ବାଇ : ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ 'ଅବତାର-୨: ଦ ୱେ ଅଫ୍‌ ୱାଟର' ଫିଲ୍ମ ଦମ୍‌ଦାର ଆରମ୍ଭ କରିଛି । ଫିଲ୍ମ ମୁକ୍ତିଲାଭ କରିବାର ମାତ୍ର ୨ ଦିନରେ ୧୦୦ କୋଟି ଟଙ୍କା ଆୟ କରିସାରିଛି । ଆସନ୍ତା ସପ୍ତାହ ସୁଦ୍ଧା ଫିଲ୍ମର ଆୟ ୧୫୦ କୋଟି ଟପିଥିବ ବୋଲି ସିନେ
Read More...

ଫେବୃୟାରୀରେ ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫେବୃୟାରୀରେ ଓଡ଼ିଶା ଆସିବେ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇ ପାଖରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଏହା ମହିଳା ସମାବେଶ ହେବ ବୋଲି ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
Read More...