Yearly Archives

2022

ବ୍ଲୁଜୁମ କନସେପ୍ଟ ସ୍କୁଲର ବିଜ୍ଞାନ ଓ କଳାର ପ୍ରଦର୍ଶନୀ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ, ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢିତୋଳି ଥାଏ । ମଣିଷର ଉନ୍ନତିରେ ଏଇ ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି
Read More...

ମୁଦଘାଟ୍‌ ଗାଁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଟଣାଗଡ ବ୍ଲକ ଅନ୍ତର୍ଗତ ମୁଦଘାଟ୍‌ ଗ୍ରାମକୁ ଆଜି ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ ଓ ଡାକ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ କରାଯାଇଛି । ଧୁବଲପଡା ସରପଂଚ କସ୍ତୁରି ଭୋଇ, ନାଏବ ସରପଂଚ ରୁପା
Read More...

ଷ୍ଟ୍ରିଟ ଲାଇଟ ପାଇଁ ଦାବୀ ଜଣାଇଲେ ଶାନ୍ତିପଡାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ସହରରେ ଅନ୍ଧାରର ସୁଯୋଗ ଉଠାଇ ଲୁଟତରାଜ୍‌ ଓ ରାହାଯାନୀର ବିଭିନ୍ନ ଘଟଣା ସାମ୍‌ନାକୁ ଆସୁଛି । ଏସବୁର ଭୟରେ ଶାନ୍ତିପଡା ବାସିନ୍ଦା ବଲାଙ୍ଗିର ମ୍ୟୁନିସିପାଲିଟିକୁ ରାସ୍ତା ଆଲୋକିକରଣ ପାଇଁ ଏକ ଦାବୀପତ୍ର ପ୍ରଦାନ କରିବା ସହ ଅଞ୍ଚଳକୁ ଆଲୋକିକରଣ କରି
Read More...

ଏଆଇଟିୟୁସିର ୧୩ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ଶ୍ରମିକ ସମାବେଶ ଅନୁଷ୍ଠିତ

ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପାଇଁ ଦୃପ୍ତ ଆହ୍ଵାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସର୍ବ ପ୍ରଥମ ସର୍ବ ଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ରାଉରକେଲା ଇସ୍ପାତ ନଗରୀରେ ୧୧, ୧୨ ଓ ୧୩ ନଭେମ୍ଵରରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟାହ୍ନରେ ଟେଲିଫୋନ
Read More...

ଶ୍ରୀ ଗଣେଶ ରାଇସମିଲରେ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡଭେଲା ବ୍ଲକ ତଥା ଦେଓଗାଁ ନିକଟସ୍ଥ ଟେବଡାମୁଣ୍ଡା ସ୍ଥିତ ଶ୍ରୀ ଗଣେଶ ରାଇସମିଲରେ ଶୁକ୍ରବାର ଦିନରୁ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ଟା ୩୦ମି.ରୁ ସନ୍ଧ୍ୟା
Read More...

ଭୁବନେଶ୍ୱରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

● ନିଜ ବିଦ୍ୟାଳୟ ଓ ଛାତ୍ରୀନିବାସ ପରିଦର୍ଶନ କରି ପୁରୁଣା ସ୍ମୃତିକୁ ମନେ ପକାଇଲେ ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଭୁବନେଶ୍ବରର ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଓଡ଼ିଆ
Read More...

ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ ୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଠାରେ ତାଙ୍କୁ ଟର୍ମିନାଲ୍
Read More...

ପାଟଣାଗଡ ପାର୍ସଲ ବୋମା ଘଟଣା : ୧୧ତମ ସାକ୍ଷୀର ବୟାନ ରେକର୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଦୀର୍ଘ ସାଢ଼େ ଚାରି ବର୍ଷ ପରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଗତ ଜୁଲାଇ ମାସରୁ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ୧୧ ନମ୍ବର ସାକ୍ଷୀ ଭୋଲାନାଥ ମେହେରଙ୍କ ସାକ୍ଷ ପ୍ରମାଣ ଆଜି ଗ୍ରହଣ କରାଯାଇଥିବା ଜଣାପଡିଛି
Read More...

ତୁରେକେଲା ବ୍ଲକରେ ପ୍ରେସ୍‌ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : ଏସସିଡି ଟିଟିଲାଗଡ଼ ଚକ୍ଷୁ ଡାକ୍ତରଖାନା ସହଯୋଗରେ ପ୍ରେସ୍‌ କ୍ଲବ ପକ୍ଷରୁ ତୁରେକେଲା ବ୍ଲକ ଠାରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ସମ୍ମାନିତ ଅତିଥି
Read More...

ହମିରପୁରର ସମସ୍ୟା ସମାଧାନ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ନିଜ ନିର୍ବାଚନ ମଣ୍ଡଳୀର ହମିରପୁର ଅଂଚଳ ଗସ୍ତ କରି ସେଠାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହମିରପୁର ଅଂଚଳର ନ୍ୟୁକଣ୍ଟ୍ରାକ୍ଟର କଲୋନୀ ଓ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ
Read More...