Yearly Archives

2022

ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଗୀ କଲ୍ୟାଣ ବିଭାଗ ସହ ଆଲୋଚନା କରି ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ସରକାରୀ ଡାକ୍ତରଖାନାର ପରିଦର୍ଶନ କରିଛନ୍ତି ।
Read More...

ଆଜି ପବିତ୍ର ପ୍ରଥମାଷ୍ଟମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ
Read More...

ନିଜ ଗ୍ରାମରେ ବୁଲି ଭାବ ବିହ୍ୱଳ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଣିହାଁ, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଏନ୍‌ଟିପିସି ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ପୈତୃକ ଗ୍ରାମ ନାଲମକୁ ଗସ୍ତ କରିଥିଲେ । ସେଠାରେ ପ୍ରଭୁ ନୃସିଂହ ଠାକୁରଙ୍କୁ ଦର୍ଶନ କରିବା ସହ ସପରିବାର ପୂଜା ଅର୍ଚ୍ଚନା କରିଥିଲେ ।
Read More...

ଓଡ଼ିଶାରେ ସମ୍ବାଦପତ୍ରର ପ୍ରକାଶନ ଧାରା

ରବି ରଥ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଓଡ଼ିଶାରେ ପ୍ରଥମେ ୧୮୬୬ ମସିହାରେ ଆନୁଷ୍ଠାନିକ ଭାବେ ‘ଉକ୍ରଳ ଦୀପିକା’ ନାମରେ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେଇ ବର୍ଷଟି ଥିଲା ଓଡ଼ିଶା ପାଇଁ ଏକ ଦୁଃଖଦ ବର୍ଷ । ସେତେବେଳେ ଓଡ଼ିଶା ବୋଲି କୌଣସି ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଯାଆଁଳା ତୋଟା ପୁସ୍ତକ ପ୍ରଦାନ କଲେ କାଳନ୍ଦୀ ସାମଲ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦୀ ସାମଲ ଭେଟି ସାକ୍ଷାତ ଆଲୋଚନା କରି ତାଙ୍କ ଦ୍ୱାରା ଲିଖିତ ବହୁ ଆଦୃତ ପୁସ୍ତକ
Read More...

ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ : କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର…

● ଭୁବନେଶ୍ବର ଠାରେ ଜନ ଜାତୀୟ ଗୌରବ ଦିବସ ପାଳିଲା ସଂସ୍କୃତି ମନ୍ତ୍ରଣାଳୟ ଭୁବନେଶ୍ୱର, (ପିଆଇବି) : ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।
Read More...

ନୂଆଦିଲ୍ଲୀରେ ବଡ ଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି)ର ସଭାପତି ତଥା ଜୟଦେବ ପୁରଷ୍କାରପ୍ରାପ୍ତ ବଡ ଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ
Read More...

ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଟାଉନ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ବଡି ବିଲ୍‌ଡର ଚମ୍ପିୟନ ସିପ୍‌ରେ ଚମ୍ପିୟାନ ହେଲେ ବଲାଙ୍ଗିରର ପ୍ରଶାନ୍ତ କୁମାର ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୋଲକତା ଠାରେ ବଡି ବିଲ୍‌ଡର ଚମ୍ପିୟନ ସିପ୍‌ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ଆସି ଏଥିରେ ଭାଗ ନେଇଥିଲେ ବଡି ବିଲ୍‌ଡର ମାନେ । ତେବେ ଏଥିରେ ବଲାଙ୍ଗିରର ପ୍ରଶାନ୍ତ କୁମାର ଦାଶ (ମୁନା) ଚମ୍ପିୟାନ ହୋଇ ବଲାଙ୍ଗିର ମାଟିକୁ ଗୌରବାନ୍ୱିତ
Read More...

ବିଜେପିର କାର୍ଯ୍ୟକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରବଳ ମାତ୍ରାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଜନ ସମର୍ଥନ ବଢିବାରେ ଲାଗିଛି । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ବିଜାଢୋଲ, କନ୍ଧାଡଙ୍ଗର, କୁସୁମଦର୍ହା, ଅନୁଗୁଳ,
Read More...