Yearly Archives

2022

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥା ଏକ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ମା'ଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ଜେଜେବାପା ଦୁଇ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ
Read More...

ଇଟାନଗର ଠାରେ ଡୋନି ପୋଲୋ ବିମାନବନ୍ଦରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ଏହା ହେଉଛି ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର• ୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାମେଙ୍ଗ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଦେଶକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ• ‘‘ଡୋନି ପୋଲୋ ବିମାନବନ୍ଦର ସେହି ସମାଲୋଚକମାନଙ୍କ ପାଇଁ ଏକ ଜବାବ, ଯେଉଁମାନେ ବିମାନବନ୍ଦର ଭିତ୍ତିଭୂମି
Read More...

ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ଟଙ୍କା ଆତ୍ମସାତ ନେଇ ଥାନାରେ ଏତଲା

୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ସ୍ଥିତ ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ମନୋଜ ନନ୍ଦ ସ୍କୁଲ ଫଣ୍ଡ ଟଙ୍କା ଆତ୍ମସାତ କରୁଥିବା ନେଇ ଦାୟିତ୍ୱରେ ଥିବା ସ୍କୁଲ ଏକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁର ପାଟଣାଗଡ଼ ଥାନାରେ
Read More...

ଇସ୍ପାତ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ୨୨ ମେ’, ୨୦୨୨ ପୂର୍ବରୁ ପ୍ରଚଳିତ ସ୍ଥିତାବସ୍ଥାର ପୁନଃ ଲାଗୁ କରିଛନ୍ତି । ୫୮%ରୁ କମ୍ ଲୌହ ମାତ୍ରା ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ, ଲୁହା ପଥର ପେଲେଟ ଏବଂ ପିଗ୍ ଆଇରନ୍ ସମେତ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦରେ ଥିବା ରପ୍ତାନି ଶୁଳ୍କ
Read More...

ଅନୁରାଗ ସିଂହ ଠାକୁରଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି । ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ବେରୀ ଓ’ ଫାରେଲ
Read More...

ଗ୍ରାମ ରୋଜଗାର ସେବକ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକ ମାନେ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନ ମିଳିଲେ କାର୍ଯ୍ୟବନ୍ଦ କରିବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ରାଉତଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

ଖପ୍ରାଖୋଲ ପୋଲିସର ପେଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରୁ ଗାଡି ସହ ୧୮ ଜଣ ଦାଦନ ଶ୍ରମିକ ଉଦ୍ଧାର : ମୁଖ୍ୟ ସର୍ଦ୍ଦାର…

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ହରିଶଙ୍କର ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ୧୮ ଦାଦନ ଶ୍ରମିକ ଶନିବାର ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼, ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା, କନେଷ୍ଟବଲ ସଞ୍ଜୀବ ସାହୁ,
Read More...

ପ୍ରଥମ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ କଅଗାଁ ଦଳ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ପ୍ରତିଯୋଗିତା ଫାଇନାଲ ଖେଳ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ଖଲିଆପାଲିକୁ କଅଗାଁ ଟ୍ରାଇବ୍ରେକରରେ
Read More...

ଜାଭିୟର ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ପରିଦର୍ଶନ କଲେ ବିଜୁ ପଟ୍ଟନାୟକ ପାର୍କ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ସତ୍ୟନଗର ସ୍ଥିତ ଜାଭିୟର ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଜୁ ପଟ୍ଟନାୟକ ପାର୍କର ପରିଦର୍ଶନରେ ଆସିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଖୁବ୍‌ ଆନନ୍ଦିତ ହେଉଥିବା ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ
Read More...

ଫଟାବାହାଲ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଫଟାବାହଲ ଠାରେ ୧ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ବସୁଧା ଯୋଜନା ଅନ୍ତର୍ଗତ ଏହି ପିଇବା ପାଣି ପ୍ରକଳ୍ପ ପାଇଁ ଫଟାବାହାଲ ଓ କଟାପାଲି ଲୋକେ ଅନେକ ଦିନରୁ ବିଧାୟକ
Read More...