Yearly Archives

2022

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସୂଚନାନୁଯାୟୀ, ଭୁବନେଶ୍ଵର ଜଗନ୍ନାଥ ନଗରରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ମଙ୍ଗଳବାର ଭୋର୍ ୪ଟା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ
Read More...

ଜମି ହଡପ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ହଡପ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧା । ବଲାଙ୍ଗିିର ସାହାଜବାହାଲର ଆହ୍ଲାଦିନୀ ଯୋଶୀ ନାମକ ଜଣେ ବୃଦ୍ଧାଙ୍କ ଠାରୁ ବଲାଙ୍ଗିର ଚଟିଆପାଲିରେ ବାସ କରୁଥିବା ଗୋଲକ ବିହାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଠାରୁ ଜମି ହଡପ କରିଥିବା ଅଭିଯୋଗ
Read More...

ଓଡ଼ିଶାରୁ ୨ ଜଣଙ୍କୁ ମିଳିଲା ଶିଳ୍ପଗୁରୁ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଶାର ମୋଟ ୧୫ ଶ୍ରେଷ୍ଠ କାରିଗରଙ୍କୁ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ଶିଳ୍ପଗୁରୁ ଓ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଳପତ୍ର ଖୋଦେଇ କାରିଗରି ପାଇଁ ବିଜୟ କୁମାର ପରିଡ଼ା ଏବଂ ପଥର ଖୋଦେଇ ପାଇଁ ମହେଶ୍ୱର ପରିଡ଼ାଙ୍କୁ ସୋମବାର ୨୦୧୮ ବର୍ଷ ନିମନ୍ତେ
Read More...

ନିକ୍ଷ ପୋଷଣ ଯୋଜନାରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ

୧୭ ଜଣ ରୋଗୀଙ୍କୁ ୧୭ ଅଧିକାରୀ କଲେ ପୋଷ୍ୟ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଡ଼ିଓ ସୁରେନ୍ଦ୍ର ମେହେରଙ୍କ ଉପସ୍ଥିତିରେ ମେଡିକାଲ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ଵାବଧାନରେ ନିକ୍ଷ ପୋଷଣ ଯୋଜନାରେ ସୋମବାର ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ
Read More...

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ : ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ ଉଷାଙ୍କୁ
Read More...

କୋଷ୍ଟାରିକା ଚଳଚ୍ଚିତ୍ର ନିର୍ମାତା ଭାଲେଂଟିନା ମରେଲଙ୍କ ସ୍ପେନୀୟ ଚଳଚ୍ଚିତ୍ର ‘ଆଇ ହାଭ୍ ଇଲେକ୍ଟ୍ରିକ୍…

ନୂଆଦିଲ୍ଲୀ, (ପିଆଇବି) : ତା’ହେଲେ, ଏହିପରି ଭାବରେ ଆମେ ଆମର ମନ, ଶରୀର, ହୃଦୟ ଏବଂ ପ୍ରାଣର ସମ୍ପୂର୍ଣ୍ଣ ଶକ୍ତି ସହିତ ଚଳଚ୍ଚିତ୍ର ଉତ୍ସବ ପାଳନ କରୁଛୁ, ଏବଂ ଏବେ ଆମ ନିକଟରେ ଆଇଏଫ୍ଏଫ୍ଆଇର ଆନ୍ତର୍ଜାତୀୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀ, ଆମକୁ ମହାନ କଳାର ବୌଦ୍ଧିକ ପ୍ରଶଂସା ପାଇଁ
Read More...

ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ବିବିଧତା ‘ବସୁଧୈବ କୁଟୁମ୍ବକମ୍’ର ଜୀବନ୍ତ ଅବତାର : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ…

"ଆଞ୍ଚଳିକ ସିନେମା ଆଉ ଆଞ୍ଚଳିକ ହୋଇ ରହିନାହିଁ, ଏହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରକୁ ଯାଇଛି”"ଆମର ଲକ୍ଷ୍ୟ ହେଉଛି ଭାରତରେ ଏକ ସମୃଦ୍ଧ ଚଳଚ୍ଚିତ୍ର ପ୍ରସ୍ତୁତ ପରିବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ପ୍ରତିଷ୍ଠା କରିବା” ନୂଆଦିଲୀ, (ପିଆଇବି) : ଚଳଚ୍ଚିତ୍ର ପାଇଁ ପ୍ରଶଂସା ଏବଂ
Read More...

ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁ ଶିଶୁ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦେଓଗାଁ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ବୋଧ ଶ୍ରେଣୀର ଶିଶୁ, ଅଭିଭାବକ, ଅଭିଭାବିକା ଗୀତା ପୁସ୍ତକ ଧରି
Read More...

ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ, ଋଷିକୂଲ୍ୟା ମୁହାଁଣରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଁଣ ଠାରୁ ଆରମ୍ଭ କରି ପୋଡ଼ମପେଟା ବେଳାଭୂମିକୁ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ସହରର ଋଷିକୂଲ୍ୟା ମୁହାଁଣ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
Read More...

ବିଜେପି କାର୍ଯ୍ୟକର୍ତ୍ତା ଧନେଶ୍ୱର ସାହୁଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ

ପଦ୍ମପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ, ଅକ୍ସିଜେନ ଥିଲେ ହୁଏତ ଆଜି ଧନେଶ୍ୱର ଜୀବନ ବଂଚିପାରିଥାନ୍ତା : ସମୀର ମହାନ୍ତିଶେଷ ଦର୍ଶନ କରି ଦଳୀୟ ପତକା ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ ସଡକ ଦୁର୍ଘଟଣାରେ ଗତକାଲି ପଦ୍ମପୁର
Read More...