Daily Archives

ଡୁଙ୍ଗୁରିପାଲି ସମେତ ବ୍ଲକ ଅଞ୍ଚଳ ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟସ୍‌ ଓ ଢ଼ାବା ଉପରେ ଅଚାନକ ଯାଞ୍ଚ

ଜିଲ୍ଲାର ଖାଉଟିମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ଚଢ଼ାଉହୋଟେଲ ଓ ଢ଼ାବା ଗୁଡିକରୁ ୪୦ ଗୋଟି ଘରୋଇ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଜବତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼.…
Read More...

ଯୋଗାଣ ସହାୟକଙ୍କ ଚାଉଳ ଆବଣ୍ଟନରେ ଅନିୟମିତତା ଅଭିଯୋଗ

ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଲେ ହିତାଧିକାରୀ : ପ୍ରତିଶୃତି ପରେ ଧାରଣାରୁ ଓହରିଲେ ପାଟଣାଗଡ, (ଗୋରେଖନାଥ ବରିହା) : ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସହ କେହି ଭୋକିଲା ନ ରଖିବା ପାଇଁ ରାସନ୍ ସମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ…
Read More...

ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଚତୁର୍ଥ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ଖପ୍ରାଖୋଲ ଓ ମୁରିବାହଲ, ଟିଟିଲାଗଡ ଓ ତୁରେକେଲା, ଗୁଡଭେଲା ଓ ଆଗଲପୁର, ବଙ୍ଗୋମୁଣ୍ଡା ଓ ବେଲପଡା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ…
Read More...

ସର୍ବଶିକ୍ଷା ଯୋଜନା ତରଫରୁ ସୁନେତ୍ର କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସର୍ବଶିକ୍ଷା ଅଭିଯାନ ତରଫରୁ ଆଜି ମ.ରାମପୁର ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨୮୪ ଜଣ ଛାତ୍ରଛାତ୍ରୀଙ୍କୁ ଆଖି ପରୀକ୍ଷା କରାଯାଇଥିବା ବେଳେ ୪୦ ଜଣଙ୍କୁ ଚଷମା ଓ…
Read More...

ଚକରକେନ୍ଦ ମହାବିଦ୍ୟାଳୟରେ ସଫେଇ ଅଭିଯାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମାସବାପୀ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଆରମ୍ଭ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ବରଗଡ ସହ ଅନୁବନ୍ଧିତ ଯୁବ ସଂଗଠନ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ…
Read More...

ଜାତୀୟସ୍ତରୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଚେନ୍ନାଇ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୬ ତାରିଖରେ ଚେନ୍ନାଇ ସ୍ଥିତ ଆସିଏଫ୍ ପାଲାନିସାମି ଇନ୍‌ଡୋର ଷ୍ଟାଡିୟମରେ ୧୯ତମ ସର୍ବ ଭାରତୀୟ ମୱାତେକା ସିଟୋରିଓ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସ୍ଥାନୀୟ ରେଲୱେ ଷ୍ଟେସନ୍‌ ଛକ ସ୍ଥିତ କରାଟେ ଏକାଡେମୀର ୧୦ ଜଣ…
Read More...

ବଲାଙ୍ଗିର ଦିନ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ପାଳନକୁ ନେଇ ବଲାଙ୍ଗିର ଜିଲ୍ଲା ଏବଂ ସହରର ସମସ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଦଳକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତେ ଏକଜୁଟ ହୋଇ ବଲାଙ୍ଗିର ଦିନକୁ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।…
Read More...

ସେକ୍ସ ର‍୍ୟାକେଟ୍‌ର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେକ୍ସ ର‍୍ୟାକେଟ୍‌ର ଅଭିଯୁକ୍ତମାନଙ୍କୁ ଆଜି ପୂର୍ବାହ୍ନରେ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଟାଉନ୍‌ ଥାନା ଆଇଆଇସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ତା.୧୩.୧୦.୨୦୨୨ରିଖ ସନ୍ଧ୍ୟା ପ୍ରାୟ ୬.୨୫ ଟା ସମୟରେ ଜାନବୀ…
Read More...

ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ଉପସ୍ଥିତିରେ ଜୋନସ୍ତରୀୟ ରେଲୱେ ବୈଠକ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ଗ୍ରାଣ୍ଡ ଶିବା ଠାରେ ରେଲୱେ ଡିଭିଜନାଲ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ସୁରେଶ ପୂଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପସ୍ଥାପନା କରିଥିଲେ ।…
Read More...

ଗଞ୍ଜାମ ଥାନାର ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସନ୍ତୋଷ କୁମାର ବେହେରା ଶୁକ୍ରବାର ଦିନ ଗଞ୍ଜାମ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଛତ୍ରପୁର ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଏହି ଥାନାର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଚମାଖଣ୍ଡି ଥାନାକୁ ବଦଳି…
Read More...