Monthly Archives

September 2022

ବର୍ଜ୍ୟ ମୁକ୍ତ ସହରକୁ ସମର୍ଥନ ଦେବା ପାଇଁ ଲକ୍ଷ ଲକ୍ଷ ଯୁବକମାନଙ୍କ ସହିତ ଭାରତୀୟ ସ୍ୱଚ୍ଛତା ଲିଗରେ ସାମିଲ୍ ହେବେ ଅନେକ…

ସମୁଦ୍ର କୂଳ, ପାହାଡ଼ ତଥା ପର୍ଯ୍ୟଟନ ସ୍ଥଳକୁ ପରିଷ୍କାର କରିବା ପାଇଁ ଭାରତର ପ୍ରଥମ ଯୁବ ନେତୃତ୍ୱ ପରିଚାଳିତ ଇଣ୍ଟର ସିଟି ପ୍ରତିଯୋଗୀତାରେ ସାମିଲ୍ ହେବେ ଶଙ୍କର ମହାଦେବନ, ଭେଙ୍କଟେସ ଆୟର, ବି ପ୍ରାକ୍, ଜୀବ ମିଲ୍ଖା ସିଂହ, କିରଣ ଖେର ନୂଆଦିଲ୍ଲୀ, (ପିଆଇବି) : ଆରା ୟୋଧାସ୍, ବନାରସି
Read More...

ବିଶ୍ୱ ଓଜୋନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିଅର ରେଡକ୍ରସ୍‌ ଆନୁକୂଲ୍ୟରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ମାର୍ଗଦର୍ଶନ ଓ
Read More...

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ନୂଆପଡା, (ନିରାକାର ମେହେର) : ନୂଆପଡାକୁ ଦିନିକିଆ ଗସ୍ତରେ ଆସିଛନ୍ତି ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏଠାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସର୍ବ ପ୍ରଥମେ ମହିଳା ଏସ୍‌ଏଚ୍‌ଜି ଗୃପର ସଦସ୍ୟାଙ୍କ ସହ
Read More...

ପଦ୍ମପୁର ବ୍ଲକରେ ନିଯୁକ୍ତି ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆଜି ଆୟୋଜିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ସାହୁ ଅତିଥି ଭାବେ ଯୋଗଦେଇ
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

ଜିଲ୍ଲା କ୍ରୀଡା ସଂସଦର ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଭ୍ୟ ଓ ଭଲିବଲ ସଂପାଦକ ତଥା ଅବସରପ୍ରାପ୍ତ ଲୋଇସିଂହା ବ୍ଲକ ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ଆଜି ସକାଳ ଘ.୯.୩୦ମି.ରେ ଟିକ୍ରାପଡା ସ୍ଥିତ ତାଙ୍କ ବାସଭବନ ଠାରେ ଅକାଳ ବିୟୋଗ ଘଟିଯାଇଛି । ଜଣେ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ୬ଟି ଜିଲ୍ଲାର ମିଶନ ଶକ୍ତି ମହିଳାମାନେ

ଆମେ ବି ପାରିବୁ : ମିଶନ ଶକ୍ତି ମହିଳାମାନେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ । ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ
Read More...

ଗାନ୍ଧିଜୀ କ୍ଲବର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଗାନ୍ଧୀନଗରସ୍ଥ ଗାନ୍ଧିଜୀ କ୍ଲବର ପୂର୍ବତନ ସଭାପତି ଶିବ ପ୍ରସାଦ ଦତ୍ତଙ୍କ ସଭାପତିତ୍ୱରେ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ଟିକେଶ୍ୱର ଗୁରୁ ଏବଂ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର କ୍ଲବର ଇତିହାସ ତଥା
Read More...

ବାଲି ବୋଝେଇ ୩ ଟ୍ରାକ୍ଟର ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ତହସିଲ ନୁନହାଡ଼ ଗାଁର ଲାନ୍ଥ ନଦୀରୁ ବେଆଇନ ଭାବେ ବାଲି ଚୋରା ଚଲାଣ ଅଭିଯୋଗରେ ୩ଟି ଟ୍ରାକ୍ଟର ଜବତ ହୋଇଛି । ସେମାନେ ବେଆଇନ ଭାବେ ବାଲି ଚୋରା ଚଲାଣ ସହ ସଠିକ୍‌ କାଗଜ ପତ୍ର ଦେଖାଇ ନପାରିବାରୁ ସେମାନଙ୍କ ବେଲପଡା ତହସିଲ
Read More...

ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଆରଏସ୍‌ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ବଲାଙ୍ଗିରଠାରେ ଏକ ତାଲିମ ଶିଶୁମାନଙ୍କ ବୁଦ୍ଧିର ବିକାଶ କରିବାକୁ ପ୍ରଶୟ ଦେବା ବା ଯତ୍ନ ନେବା ଯଥା ଫୋଷ୍ଟର କେୟାର ଉପରେ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି ।
Read More...