Monthly Archives

September 2022

ନିଟ୍‌ ଓ ଜେଇଇ କୋଚିଂ ନିମନ୍ତେ ବାଇଜୁସ୍‌ର କେରିଅର ପ୍ଲସ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ଟାବଲେଟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଭାରତ ସରକାରଙ୍କ ନୀତି ଆୟୋଗ ଓ ବାଇଜୁସ୍‌ର ମିଳିତ ସହଯୋଗରେ ତଥା ବଲାଙ୍ଗିର ଜିଲ୍ଲା ପ୍ରଶାସନର ଆୟୋଜନରେ ନିଟ୍‌ ଓ ଜେଇଇ କୋଚିଂ ନିମନ୍ତେ ବାଇଜୁସ୍‌ର କେରିଅର ପ୍ଲସ କାର୍ଯ୍ୟକ୍ରମ ଏବଂ
Read More...

ଟେବଡାମୁଣ୍ଡାରେ ମଙ୍ଗଳବାର ବଜାର ଆରମ୍ଭ

ଅଞ୍ଚଳର ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡାମୁଣ୍ଡା ଗାଁର ଗିରିଗୋବର୍ଦ୍ଧନ ପୀଠ ନିକଟରେ ମଙ୍ଗଳବାର ସାପ୍ତାହିକ ବଜାରକୁ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚମ୍ପି ବାରିକ ଉଦ୍‌ଘାଟନ
Read More...

ନିଶା ଦ୍ରବ୍ୟ ସୁଂଘାଇ ବାଇକ ଓ ଟଙ୍କା ଲୁଟ ଅଭିଯୋଗ : ୨୪ ଘଣ୍ଟା ପରେ ଯୁବକ ଉଦ୍ଧାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଟଖାଇ ଜଙ୍ଗଲରୁ ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ରେ ଭର୍ତ୍ତି କରିଛି । ଉକ୍ତ ଯୁବକ ତୁଷୁରାରୁ ଫେରୁଥିବା ବେଳେ ପଛପଟୁ କେହି ତାଙ୍କୁ ନିଶା ଦ୍ରବ୍ୟ ସୁଂଘାଇ ତାଙ୍କର ଗ୍ଲେମର ବାଇକ ଓ ପ୍ରାୟ ଦଶ ହଜାର ଟଙ୍କା ଲୁଟି
Read More...

ମଦନପୁର ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସଂକୀର୍ତ୍ତନ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,
Read More...

ପୁଟୁକିଡୁଙ୍ଗୁରି ବିଦ୍ୟାଳୟରେ ପୋଷଣ ସଚେତନତା ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ମାର୍ଗ ଦର୍ଶନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପୋଷଣ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ବୈତାଳି
Read More...

କେନ୍ଦୁପତ୍ର ମେଟ୍ ମାନଙ୍କର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁନିକେଲ ଗ୍ରାମର ପତର ଫଡିଠାରେ କେନ୍ଦୁପତ୍ର ମେଟ୍, ମୁନସୀ ଓ କେନ୍ଦୁପତ୍ର ତୋଲାଳି ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଏକ ଡିଭିଜନ ସ୍ତରୀୟ ଲକ୍ଷେ ଘର ଗଣ୍ଡା
Read More...

ସାଇ ବିୟୁଟି ଏକାଡେମୀ ତରଫରୁ ପ୍ରଥମ ବାର୍ଷିକ ମେକ୍‌ଅପ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଇ ବିୟୁଟି ଏକାଡେମୀ ବଲାଙ୍ଗିର ତରଫରୁ ପ୍ରଥମ ବାର୍ଷିକ ମେକ୍ଅପ୍‌ ପ୍ରତିଯୋଗିତା ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ସାଇ ବିୟୁଟି ଏକାଡେମୀ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ୩୦ରୁ
Read More...

ପିଆଇବି ସହଭାଗିତାରେ ଜିଇଏମ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ହେଲା ‘ସେଲର୍ ସମ୍ବାଦ’ କାର୍ଯ୍ୟକ୍ରମ

● ପୋର୍ଟାଲର ନୂତନ ବୈଶିଷ୍ଟ୍ୟ ଓ ସୁବିଧା ସମ୍ପର୍କରେ ସଚେତନ ହେଲେ ବିକ୍ରେତା● ଜିଇଏମର ସେବା ବିତରଣରେ ସୁଧାର ଆଣିବା ଲାଗି ନିଆଗଲା ମତାମତ ଭୁବନେଶ୍ୱର, (ପିଆଇବି) : ସରକାରୀ ଇ ମାର୍କେଟ ପ୍ଲେସ୍ (ଜିଇଏମ) ପୋର୍ଟାଲ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ମତବିନିମୟ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ନୃସିଂହ ମନ୍ଦିର ପରିସରରେ ସାମୁହିକ ତିଳ ତର୍ପଣ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ବ୍ରହ୍ମଶ୍ରୀ ଗିରିଧାରୀ ଶତପଥିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସାମୁହିକ ତିଳ ତର୍ପଣ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଏହି ତର୍ପଣ କାର୍ଯ୍ୟରେ ପୌରାହିତ୍ୟ
Read More...

ମହଲାଇରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସେପ୍ଟେମ୍ବର ୧୫ ତାରିଖରୁ ୨ ଅକ୍ଟୋବର ପର୍ଯ୍ୟନ୍ତ 'ସ୍ୱଚ୍ଛତା ହିଁ ସେବା' ଅଭିଯାନ ପାଳନ ଅବସରରେ ସୋମବାର ଦିନ ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତରେ ଗାଁ ପରିସର ପରିଷ୍କାର ପରିଚ୍ଛନତା କାର୍ଯ୍ୟକ୍ରମ
Read More...