Monthly Archives

September 2022

ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ…

ପାଟଣାଗଡ, (ଗୋରେଖନାଥ ବରିହା) : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ ଅନିୟମିତତା ଅଭିଯୋଗ ନେଇ ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ । ଅଭିଯୋଗ ଅନୁଯାୟୀ, ମାଟିଆଭଟା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଆରଏସ ସୁଧର୍ମା ବେହେରା
Read More...

ଚାଲିଗଲେ ସମାଜସେବିକା ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ଜଣାଶୁଣା ସମାଜ ସେବିକା ପୂଜା ପ୍ରିୟଙ୍କା ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଭଳି ଏକ ଦୁଃଖଦ ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିବା ବେଳେ ଆଜି ତାଙ୍କ ଶବ ଦାହ କରାଯାଇଥିବା ଜଣାପଡିଛି ।
Read More...

ବେଆଇନ ବାଲି ଚାଲାଣ : ଟ୍ରାକ୍ଟରକୁ ୨୦ ହଜାର ଟଙ୍କା ଜୋରିମାନା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଉନ୍ଦେର ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରରୁୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସିନ୍ଧେକେଲା ଆର୍‌ଆଇ ଦୁର୍ଲ୍ଲଭ ନାଏକ ଓ ଚେନମ୍ୟାନ ଜନ ଭୋଇ ଚଢାଉ କରି ଦୁଇ ଟ୍ରାକ୍ଟର (ଓଡି ୦୩ ଏସ
Read More...

ବଲାଙ୍ଗିର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ବଲାଙ୍ଗିର ସହର ବେହେରାପାଲିର ବାଲି ତାଣ୍ଡି ଓରଫ୍‌ ଗୁଲ୍‌ଠୁ ବୋଲି ଜଣାପଡିଛି । ଗିରଫ ଗୁଲଠୁକୁ ଧରୁ ସନ୍‌ରିକ୍ରିଏସନ୍‌ କରିଛି
Read More...

ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ୧ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାର କୁର୍ଲି ଗାଁ ରାସ୍ତାରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବେଲପଡା ବ୍ଲକ ମାଲପଡା ଗାଁର କୀର୍ତ୍ତି ଧରୁଆ(୨୮ବର୍ଷ) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ପଠାଇଥିଲା
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ନବରାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟଦେବୀ ମା' ପାଟଣେଶ୍ୱରୀଙ୍କ ନବରାତ୍ରି ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ନୀତି ନିୟମରେ ପୂଜାବିଧି ଚାଲିଥିବା ବେଳେ ଭକ୍ତମାନେ ମାନସିକ ରଖି ଦୀପ ପ୍ରଜ୍ଜଳନ କରୁଛନ୍ତି । ଚଣ୍ଡିପାଠ, ମାଁଙ୍କର ମନ୍ତ୍ର ତଥା ଭୋର ସକାଳୁ ପୂଜା ସୂର୍ଯ୍ୟପୂଜାରୁ
Read More...

ଅକ୍ଟୋବର ୧ରୁ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଅନଶନ କରିବେ ଉଠା ଦୋକାନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନ ଉଠା ଦୋକାନୀଙ୍କୁ ଥଇଥାନ ନକରାଇ ସେମାନଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗରେ ଗତ ଅଗଷ୍ଟ ୧୨ ତାରିଖରେ ୬୨ ଜଣ ଉଠା ଦୋକାନୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଅଗଷ୍ଟ ୧୩ ତାରିଖ ପୌର ପ୍ରଶାସନ ସହ ଆଲୋଚନା ଓ
Read More...

ଶହୀଦ୍ ଭଗଦ ସିଂହଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ଲଡ ଡୋନେସନ କ୍ୟାମ୍ପ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏବଂ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ
Read More...

ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

ବେଜିଂ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର
Read More...

ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ୫ ଜୀବନ, ୨୦ ଆହତ

ରେୱାରୀ : ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଜାତୀୟ ରାଜପଥ ନମ୍ବର ୪୮ରେ କାରଟି ବସ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ୫ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ
Read More...