ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସମ୍ବଲପୁରୀ ଦିନ ପାଳିତ
ଶିବତଲା, (କେପିଏନ୍ଏସ୍) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରୀ ସଂସ୍କୃତି, ଭାଷା, ଖାଦ୍ୟ, ପୋଷାକକୁ ଜୀବିତ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା । ଛୋଟ ଛୋଟ ଶିଶୁ, ସ୍ଥାନୀୟ!-->…
Read More...
Read More...