ଅମୃତ ମହୋତ୍ସବରେ ତ୍ରିରଙ୍ଗା ଶୋଭାଯାତ୍ରା
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ, ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସ୍ଥିତ ଦୈନିକ ସକାଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରୁ ଏହି ଶୋଭାଯାତ୍ରାକୁ ଜିଲ୍ଲା ଏସ୍ପି ପର୍ମାର ସ୍ମିତ!-->…
Read More...
Read More...