Monthly Archives

May 2022

ନଦୀରେ ବୁଡ଼ି ୧ ମୃତ

କୁଚିଣ୍ଡା : ଗୋବିନ୍ଦପୁର ଥାନା ପଣ୍ଡିରୀପଥର ଗାଁରେ ନଦୀରେ ବୁଡ଼ି ଜଣକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅଦୁସାରେ ଗୋବିନ୍ଦପୁର ଥାନା ପଣ୍ଡିରୀପଥର ଗାଁରେ ଶ୍ଳୋକଙ୍କ ଆଈର ଦଶାହ କାର୍ଯ୍ୟ ଶନିବାର ରହିଥିଲା । ଆଈର ଦଶାହ କାମ ପାଇଁ ନଦୀ ଘାଟକୁ ଅନ୍ୟମାନଙ୍କ ସହ ଶ୍ଳୋକ ଯାଇଥିଲେ ।
Read More...

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ପିପଲପଦର ଗାଁରୁ ଜୁବିରାଣୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏହି ଗାଁର ପ୍ରକାଶ ସାହୁଙ୍କ ସ୍ତ୍ରୀ ଜୁବିରାଣୀ ଘରେ ଆତ୍ମହତ୍ୟା
Read More...

ଜଙ୍ଗଲ ବିଭାଗର ଜାଣତରେ ଦିନ ଦ୍ୱିପହରରେ ଗଛକାଟ ଚାଲିଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ସଂରକ୍ଷିତ ଜଙ୍ଗଲରୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ ବ୍ୟାପକ ଭାବେରେ ଗଛ
Read More...

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ସହାୟତାରେ ଭାଙ୍ଗି ପଡିଥିବା ଗଛ ରାସ୍ତାରୁ ହଟିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : କାଳବୈଶାଖୀ ଯୋଗୁଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତର ବଡଉଡେନ ଗ୍ରାମର ରାସ୍ତାକଡ଼ରେ ଥିବା ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡ଼ିଥିଲା । ଯାହାଫଳରେ ବଡଉଡେନ ଓ ବାଞ୍ଜିପାଲି ରାସ୍ତାରେ ଆମ୍ବ ଗଛ ଭାଙ୍ଗି ପଡିଥିବା ଯୋଗୁଁ ରାସ୍ତାରେ
Read More...

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ଏଜୁକେସନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇଛି । ଏହି ଶିବିର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏହି ଶିବିରରେ ସ୍କୁଲରେ ପଢୁଥିବା ଛାତ୍ର
Read More...

ସ୍ୱର୍ଗତଃ ଗୋପିନାଥ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାୟକ ବିଦୂର ଉପାଧିରେ ଭୂଷିତ ତଥା ଦିବଂଗତ ସୁପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ସ୍ୱର୍ଗତଃ ଗୋପିନାଥ ପ୍ରଧାନଂକ ୧୪ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶନିବାର ଡେଲାଂଗ ବ୍ଲକ ଅଧିନସ୍ଥ ତାଂକ ଗ୍ରାମ ମୁନିନ୍ଦାଠାରେ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ
Read More...

ଫାଇଲେରିଆ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଇଲେରିଆ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ର ୱାର୍ଡ ନମ୍ବର ୧୨ରେ ରହୁଥିବା ୪୨ ବର୍ଷୀୟ ପର୍ଶୁରାମ ହାତୀ ଯିଏକି ଦୀର୍ଘ ୧୦ ବର୍ଷ ହେବ ଫାଇଲେରିଆ ରୋଗରେ
Read More...

ସୁବର୍ଣ୍ଣପୁର ସହରରେ ଉଦ୍‌ଘାଟିତ ହେଲା ପିଟର୍ ଇଂଲଣ୍ଡର ନୂଆଁ ସୋରୁମ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଖୋଲିଲା ପିଟର୍ ଇଂଲଣ୍ଡର ନୂତନ ସୋରୁମ୍ । ପିଟର୍ ଇଂଲଣ୍ଡର ସୋରୁମ୍‌କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଶିକ୍ଷାବିଦ କ୍ୟାପଟେନ ରାମସ୍ବାମୀ ମହାପାତ୍ର ଓ ମାଟିପ୍ରେମୀ ବେଣୁଧର ପ୍ରଧାନ ମିଳିତ ଭାବେ
Read More...

ଗଞ୍ଜାମ ରେଡ୍ଡି ମହାଜନ ସଙ୍ଘମର ସଭା ପଣ୍ଡପ ପ୍ରତିଷ୍ଠା ଉତ୍ସବ

ବାଲ୍ୟବିବାହ ଉଚ୍ଛେଦ, ଯୌତୁକ ପ୍ରଥା ଉଚ୍ଛେଦ, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସଭା ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବିଞ୍ଚଣାପଲ୍ଲୀ ଗ୍ରାମ ନିକଟସ୍ଥ କୁଣ୍ଡାପୁଟ ଗ୍ରାମ ରାସ୍ତାପାର୍ଶ୍ୱରେ ଗଞ୍ଜାମ ତାଲୁକା ରେଡ୍ଡି ମହାଜନ
Read More...

ଲରମ୍ଭା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣକଳସ ଶୋଭାଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଲରମ୍ଭା ପଞ୍ଚାୟତର ଲରମ୍ଭା ଗ୍ରାମରେ ମହାପ୍ରଭୁ ଜଗନ୍ନାଥ ଚତୁର୍ଦ୍ଧାମୁର୍ତିଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗତକାଲି ପୂର୍ଣ୍ଣ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁକତେଲ ନଦୀରୁ ପୂର୍ଣ୍ଣ କଳସ ଆଣାଯାଇ ପୂଜା
Read More...