Monthly Archives

March 2022

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୧୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର…
Read More...

ଆମ୍ ଆଦମୀ ପାର୍ଟି ତରଫରୁ ପବିତ୍ର ହୋଲି ପର୍ବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ପବିତ୍ର ହୋଲି ପର୍ବ ବଲାଙ୍ଗିର ଟାଉନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଜନସାଧରଣଙ୍କ ସହ ମିଶି ଭାଈ ଭଉଣୀ ସାଙ୍ଗ ସାଥି ଗୁରୁଜନ୍ ଭାବି ହୋଲି ଖେଳକୁ ଉପଭୋଗ କରାଯାଇଛି । ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ ଯୁବା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୪ରୁ ଜଣେ, ପାଟଣାଗଡ ବ୍ଲକ ୱାର୍ଡ ନଂ ୨୧ରୁ ଜଣେ ଓ…
Read More...

୧୮୯ ବାଟାଲିଅନ୍ ସିଆର୍‌ପିଏଫ୍‌ ତରଫରୁ ହୋଲି ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିଅନ୍ ସିଆର୍‌ପିଏଫ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ବାଲାଙ୍ଗିରରେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରାଯାଇଥିଲା । ଏବଂ ସନ୍ଧ୍ୟାରେ ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଏସ୍ ପାଣିଗ୍ରାହୀ,…
Read More...

ରଙ୍ଗର ପର୍ବ ହୋଲି ପାଳିତ : ଗାଁଠୁ ସହର ସବୁଠି ଉତ୍ସାହ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଛନ୍ତି । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ…
Read More...

ବରଗଡ଼ରେ ରଂଗର ପର୍ବ ହୋଲି ଧୁମ୍‌ଧାମ୍‌ରେ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରଂଗର ପର୍ବ ହୋଲି ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ କୋଭିଡ କଟକଣାର ମୁକ୍ତ ଯୋଗୁଁ ଏଥର ହୋଲିର ମାହୋଲ ବଢ଼ିଛି । ସେହିପରି ପୌର ନିର୍ବାଚନ ଚାଲିଥିବାରୁ ଏହି ଉତ୍ସବକୁ ଦ୍ଵିଗୁଣିତ…
Read More...

ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମ୍‌ରେ ବଲାଙ୍ଗିରବାସୀ ପାଳନ କଲେ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨ ବର୍ଷରୁ ଅଧିକ ହେବ କରୋନା ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇଛି । ଏଥିପାଇଁ ପର୍ବ ପର୍ବାଣି ତ ଦୂରର କଥା ଘରୁ ବାହାରିବା ବି ଲୋକଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ତେବେ ଆଜି ଦୁଇ ବର୍ଷ ପରେ ଧୁମ୍‌ଧାମ୍‌ରେ ବଲାଙ୍ଗିରବାସୀ…
Read More...

ସୁବର୍ଣ୍ଣପୁର ଜିଲ୍ଲା ସହ ବୀରମହାରାଜପୁରଠାରେ ପ୍ରସିଦ୍ଧ ହରିହର ଭେଟ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରଂଗ ଓ ଅବିରର ମହାପର୍ବ ହୋଲି ଉତ୍ସବ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସାହ ଓ ଉଦ୍ଦୀପନାରେ ପାଳିତ ହୋଇଯାଇଛି । ବୀରମହାରାଜପୁର ଦୋଳ ମେଳଣ ପଡିଆରେ ପ୍ରସିଦ୍ଧ ହରିହର ଭେଟ ହୋଇଥିବା ବେଳେ ଏହି ମହାର୍ଘ ଭେଟ ପର୍ବରେ ଷୋହଳଟି ଦେବସ୍ଥଳୀରୁ…
Read More...

ବିଜେଡିର ଅଧ୍ୟକ୍ଷା ପ୍ରାର୍ଥନୀ ମାନସୀ ବିଶ୍ଵାଳ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ୱ।ର୍ଡ ନଂ. ୬, ୭ ଓ ୮ରେ ଘରକୁ ଘର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ବିଜୁଜନତା ଦଳ ପକ୍ଷରୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଓ ୱ।ର୍ଡ ନଂ.…
Read More...

ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ଜଗଦା ଅନାଥ ଆଶ୍ରମର ଶିଶୁମାନଙ୍କ ସହିତ ରାଉରକେଲା ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ କମଳ ସାର, ଅନିତା ମାଡାମ,…
Read More...