Monthly Archives

March 2022

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୧୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଆମ୍ ଆଦମୀ ପାର୍ଟି ତରଫରୁ ପବିତ୍ର ହୋଲି ପର୍ବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ପବିତ୍ର ହୋଲି ପର୍ବ ବଲାଙ୍ଗିର ଟାଉନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଜନସାଧରଣଙ୍କ ସହ ମିଶି ଭାଈ ଭଉଣୀ ସାଙ୍ଗ ସାଥି ଗୁରୁଜନ୍ ଭାବି ହୋଲି ଖେଳକୁ ଉପଭୋଗ କରାଯାଇଛି । ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ ଯୁବା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୪ରୁ ଜଣେ, ପାଟଣାଗଡ ବ୍ଲକ ୱାର୍ଡ ନଂ ୨୧ରୁ ଜଣେ ଓ
Read More...

୧୮୯ ବାଟାଲିଅନ୍ ସିଆର୍‌ପିଏଫ୍‌ ତରଫରୁ ହୋଲି ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିଅନ୍ ସିଆର୍‌ପିଏଫ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ବାଲାଙ୍ଗିରରେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରାଯାଇଥିଲା । ଏବଂ ସନ୍ଧ୍ୟାରେ ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଏସ୍ ପାଣିଗ୍ରାହୀ,
Read More...

ରଙ୍ଗର ପର୍ବ ହୋଲି ପାଳିତ : ଗାଁଠୁ ସହର ସବୁଠି ଉତ୍ସାହ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଛନ୍ତି । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ
Read More...

ବରଗଡ଼ରେ ରଂଗର ପର୍ବ ହୋଲି ଧୁମ୍‌ଧାମ୍‌ରେ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରଂଗର ପର୍ବ ହୋଲି ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ କୋଭିଡ କଟକଣାର ମୁକ୍ତ ଯୋଗୁଁ ଏଥର ହୋଲିର ମାହୋଲ ବଢ଼ିଛି । ସେହିପରି ପୌର ନିର୍ବାଚନ ଚାଲିଥିବାରୁ ଏହି ଉତ୍ସବକୁ ଦ୍ଵିଗୁଣିତ
Read More...

ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମ୍‌ରେ ବଲାଙ୍ଗିରବାସୀ ପାଳନ କଲେ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨ ବର୍ଷରୁ ଅଧିକ ହେବ କରୋନା ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇଛି । ଏଥିପାଇଁ ପର୍ବ ପର୍ବାଣି ତ ଦୂରର କଥା ଘରୁ ବାହାରିବା ବି ଲୋକଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ତେବେ ଆଜି ଦୁଇ ବର୍ଷ ପରେ ଧୁମ୍‌ଧାମ୍‌ରେ ବଲାଙ୍ଗିରବାସୀ
Read More...

ସୁବର୍ଣ୍ଣପୁର ଜିଲ୍ଲା ସହ ବୀରମହାରାଜପୁରଠାରେ ପ୍ରସିଦ୍ଧ ହରିହର ଭେଟ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରଂଗ ଓ ଅବିରର ମହାପର୍ବ ହୋଲି ଉତ୍ସବ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସାହ ଓ ଉଦ୍ଦୀପନାରେ ପାଳିତ ହୋଇଯାଇଛି । ବୀରମହାରାଜପୁର ଦୋଳ ମେଳଣ ପଡିଆରେ ପ୍ରସିଦ୍ଧ ହରିହର ଭେଟ ହୋଇଥିବା ବେଳେ ଏହି ମହାର୍ଘ ଭେଟ ପର୍ବରେ ଷୋହଳଟି ଦେବସ୍ଥଳୀରୁ
Read More...

ବିଜେଡିର ଅଧ୍ୟକ୍ଷା ପ୍ରାର୍ଥନୀ ମାନସୀ ବିଶ୍ଵାଳ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ୱ।ର୍ଡ ନଂ. ୬, ୭ ଓ ୮ରେ ଘରକୁ ଘର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ବିଜୁଜନତା ଦଳ ପକ୍ଷରୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଓ ୱ।ର୍ଡ ନଂ.
Read More...

ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ଜଗଦା ଅନାଥ ଆଶ୍ରମର ଶିଶୁମାନଙ୍କ ସହିତ ରାଉରକେଲା ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ କମଳ ସାର, ଅନିତା ମାଡାମ,
Read More...