Yearly Archives

2021

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : କଟାପାଲି ଓ ପଦ୍ମପୁର ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍‌ରେ ସ୍ପୋର୍ଟସ ଏସୋସିଏସନ୍‌, କଟାପାଲି ଓ ରାଜ ବୋରାସମ୍ବର୍ କ୍ରିକେଟ କ୍ଲବ, ପଦ୍ମପୁର ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ
Read More...

କରୋନା ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଚାକିରି ପ୍ରଦାନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ପରେ ବେସାହାରା ହୋଇପହଇଥିବା ବନିତା ସାହୁ ଓ ତାଙ୍‌ଙ୍କ ଦୁଇ ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଚାକିରି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର
Read More...

ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା କଣ୍ଟାମାଳରେ ମାଗଣା ସ୍ୱାସ୍ଥ୍ୟ ଶିବିର : ୧ ହଜାର ୩୮ ଜଣ ରୋଗୀ କଲେ ସ୍ୱାସ୍ଥ୍ୟ ପରୀକ୍ଷା

ଘଣ୍ଟାପଡା, (ବଂଶୀଧର ମାଝୀ) : ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲ, ବରଗଡ ଓ ଆରମ୍ଭ ସ୍ୱେଚ୍ଛାସେବୀ ସଂଗଠନ, କଣ୍ଟାମାଳର ମିଳିତ ଆନୁକୂଲ୍ୟରେ ଏକ ବିରାଟ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜି କଣ୍ଟାମାଳ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ଆରମ୍ଭ ତରଫରୁ ସମାଜସେବୀ
Read More...

ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର : ଜିଲ୍ଲାର ୭୬୮ଟି ଓ ୧୬ଟି ମଠ ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ଦେବୋତ୍ତର ଆୟୁକ୍ତ ମଞ୍ଜୁର କରିଥିବା ତଥା ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତରରୁ ଜଣାପଡିଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କର
Read More...

ଏନ୍‌ପିଏସ୍‌ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଥମିକ ଏବଂ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ମାନଙ୍କ ବୈଠକ ଦ୍ୱିତୀ ରଂଜନ ମହାଲିଙ୍ଗଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜକୁମାର ଭୋଇ ଅଧ୍ୟକ୍ଷତା କରିବା ସହିତ ପୁରୁଣା ପେନ୍‌ସନ୍‌ ଯୋଜନା ଏବଂ ନୂତନ ପେନ୍‌ସନ୍‌ ଯୋଜନା ମଧ୍ୟରେ ଥିବା
Read More...

ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ପୋଲିସର ସ୍କୁଟି ପେଟ୍ରୋଲିଂକୁ ମାହେଶ୍ୱରୀ ମହିଳା ଶାଖା ତରଫରୁ ବଲାଙ୍ଗିର ପୋଲିସ ଅଧିକ୍ଷକ ନିତିନ କୁଶଳକରଙ୍କୁ ଭେଟି ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛି । ମାହେଶ୍ୱରୀର ସୌମ୍ୟ ପଣ୍ଡା, ଆଶିଷ ଜେନା, ସୋନିଆ
Read More...

ତାଲିମ ଶିବିର ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକର ସଭାଗୃହ ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମ ବିଷୟକୁ ନେଇ ଏକ ତାଲିମ ଶିବିର ଆୟୋଜିତ ହୋଇଥିଲା । ତାଲିମ ଅବସରରେ ଆୟୋଜିତ ଉଦ୍‌ଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ
Read More...

ଘୁଷୁରାମୁଣ୍ଡାରେ ହାତୀ ଉପଦ୍ରବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବନାଞ୍ଚଳରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଚରମ ସୀମାରେ ପହଂଚିଛି । ସ୍ଥାନୀୟ ବୁର୍ଡ।, ବାଦୀବାହାଲ, ଯୋଗୀସର୍ଡ।, କଦଳିପାଲି, ଭାଲୁପାଲି ଗ୍ରାମରେ ଗତ ସପ୍ତାହକ ମଧ୍ୟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହିତ ଗତ ମାସ ୨୯ ତାରିଖରେ ଭାଲୁପାଲି
Read More...

ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲାଣକାରୀ ବିପୁଲ : ୯ କେ.ଜି ଓଜନର ହାତୀ ଦାନ୍ତ ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଏସଟିଏଫ୍ ହାତରେ ଧରାପଡ଼ିଛି ହାତୀ ଦାନ୍ତ ଚୋରା ଚାଲାଣକାରୀ ବିପୁଲ ବୋଲି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗର ମିଳିତ ଚଢାଉରେ ଅଭିଯୁକ୍ତ ବିପୁଲ ବାଗକୁ ଗିରଫ କରାଯାଇଥିବା ବେଳେ୯ କେ.ଜି ଓଜନର
Read More...

ମେହେନ୍ତର ଏବଂ କର୍ମଚାରୀମାନଙ୍କ ବକେୟା ଦରମା ଦାବୀରେ ବିଜେପି ବରଗଡ଼ ତରଫରୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୌରପରିଷଦର ମେହେନ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ବକେୟା ଦରମା ପ୍ରଦାନ ଦାବୀରେ ତଥା ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ, ଆଜି ବିଜେପି ବରଗଡ଼ ନଗର ତରଫରୁ ନଗର ସଭାପତି ସୁବ୍ରତ ହୋତାଙ୍କ ନେତୃତ୍ୱରେ ବରଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ
Read More...