Yearly Archives

2021

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ, (ତାପସ ଦାସ) : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତସ୍ଥ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଘଟଣାଟି ଗତକାଲି ଅପରାହ୍ନ ୪ଟା ସମୟରେ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନ
Read More...

ଡିଆଁଡେଇଁ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଟେଜ ନେଇ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମ ସ୍ଥିତ ଉଚ୍ଚବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଟେଜ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ।
Read More...

ପାଳିବନ୍ଧ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ଶକ୍ତିପୀଠରେ ରବିବାର ବିଜୁସ୍ବାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନୁଆ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ସ୍ଥାନୀୟ
Read More...

ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ ମାମଲା : ତିନି ଲୁଟେରାଙ୍କ ଠାରୁ ଲୁଟ ଟଙ୍କା ଓ ଭୁଜାଲି ଜବତ

ଡ୍ରାଇଭର ସହ ଦୁଇ ଦୁର୍ବୁତ୍ତ କରିଥିଲେ ମାଷ୍ଟର ପ୍ଲାନ ପ୍ରେସ ବିବୃତିରେ ସ୍ପଷ୍ଟ କଲା ପୋଲିସ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଇଲାକାରେ ଘଟିଯାଇଥିବା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ମାମଲାର ପର୍ଦା ଫାସ କରିଛି ପୋଲିସ ପ୍ରଶାସନ । ବ୍ୟବସାୟୀଙ୍କ ପିକଅପ ଭ୍ୟାନ
Read More...

କୌଶିକ ବାବା ଡିଗ୍ରୀ କଲେଜରେ ବକ୍ତୃତା ଓ କଣ୍ଠସଙ୍ଗୀତ ପ୍ରତିଯୋଗିତା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହରଗୌରୀ ଉଚ୍ଚ ମାଧ୍ୟମିକ
Read More...

ଓଡ଼ିଶୀ କଣ୍ଠ ସଙ୍ଗୀତ ବିଶାରଦ ବିଜୟ ପ୍ରଧାନଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ କଳାକାର ତଥା ଓଡିଶୀ କଣ୍ଠ ସଙ୍ଗୀତ ବିଶାରଦ ଗୁରୁ ବିଜୟ କୁମାର ପ୍ରଧାନ (୫୩ )ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ପତ୍ନୀ, ଜଣେ ବିବାହିତ ଝିଅ ଓ ଜଣେ ପୁଅ(ବି-ଟେକ ପଢ଼ନ୍ତି) ରହିଛନ୍ତି । ତାଙ୍କ
Read More...

ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା 'ଆମ ପୋଲିସ ସମିତି' ପକ୍ଷରୁ ବିଷ୍ଣୁମୁଣ୍ଡା ଠାରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌ଡ଼ିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଉପସ୍ଥିତ ରହି ଅଂଚଳବାସୀଙ୍କୁ ପୋଲିସର ବିଭିନ୍ନ ପଦକ୍ଷେପ
Read More...

ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟୀକାକରଣର ସଫଳ ପରିଚାଳନା

ଢେଙ୍କାନାଳ, (ତାପସ ଦାସ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ ସ୍ବେଚ୍ଛା ସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟିକାକରଣ ଶିବିର ସଫଳ ରୂପରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ୨୦୬ ଜଣ ସନ୍ଥପୁର ଏବଂ ଏରଦ୍ଧା ଗ୍ରାମର ଜନସାଧାରଣ ଟୀକାକରଣ କରିଥିଲେ ।
Read More...

କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା

ଢେଙ୍କାନାଳ, (ତାପସ ଦାସ) : କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ଢେଙ୍କାନାଳ ଆଜି ଜିଲ୍ଲା କାର୍ୟ୍ୟାଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାର
Read More...

୧୨ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ଢେ଼ଙ୍କାନାଳ, (ତାପସ ଦାସ) : ଆଜି ଅପରାହ୍ନ ପ୍ରାୟ ୩ଟାରୁ ୪ଟା ହେବ, ପ୍ରଶାନ୍ତ ମହାନ୍ତିଙ୍କ ବାଡ଼ିରେ କିଛି ଛେଳି ଚରୁଥିଲେ । ଠିକ ଏହି ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଛେଳିଙ୍କୁ ଖାଇବାକୁ ଆସିଥିଲା । ସେଇ ବାଟ ଦେଇ ଯାଉଥିବା ଟୁକୁନା ମଲିକଙ୍କ ନଜରକୁ
Read More...