Yearly Archives

2021

ଯୁବପିଢି ପାଇଁ ଉଦାହରଣ ପାଲଟିଲେ ପୋତାଶ୍ରୀୟା ବଢେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଖୁବ କମ୍‌ ବୟସରେ ଗରିବ ଏବଂ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅର୍ନ୍ତଗତ କୋକନରା ଗ୍ରାମର ପୋତଶ୍ରୀୟା ବଢେଇ । ବୟସ ମାତ୍ର ୨୧ ବର୍ଷ । ଯେଉଁ ବୟସର
Read More...

ପ୍ରବାସୀ ଶ୍ରମିକମାନଙ୍କର ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ନେଇ ଏକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ଅବସରରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ପ୍ରବାସୀ ଶ୍ରମିକମାନଙ୍କର ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ନେଇ ଏକ ଆଂଚଳିକ କର୍ମଶାଳା ଅନୁଷ୍ଠିତ
Read More...

ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ତରଫରୁ ଡିସେମ୍ବର ୨୨ ତାରିଖ ବୁଧବାର ଦିନ ଟାଉନ କ୍ଲବ ପରିସରରେ କ୍ଲବ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଶିବିରରେ ମାଗଣା
Read More...

ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ପ୍ରଥମ ସଂପାନରେ 'ଓଡିଆ ନାଟକରେ ଯୁଗସ୍ରଷ୍ଟା ନାଟ୍ୟକାର କାଳୀଚରଣ ଓ ନାଟକ ରକ୍ତମାଟି' ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
Read More...

କେ.ପି.ପି. ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ କ୍ରୀଡାପ୍ରେମୀଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ପକ୍ଷରୁ ରାଜ୍ୟସ୍ତରୀୟ ଖୋ'ଖୋ' ଚମ୍ପିୟାନ୍‌ସିପ୍‌ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବା କେ.ପି.ପି ଉଚ୍ଚ ବିଦ୍ୟାଳୟର ଅନ୍ୟାନ
Read More...

୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କାଲସେଇପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ଛତ୍ରିଆ ଏବଂ
Read More...

ଗ୍ଲୋବାଲ ୱାର୍ମିିିଙ୍ଗ ଉପରେ ଆଲୋଚନା ଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେଭ ଦି ଆର୍ଥ ଫାଉଣ୍ଡେସନ, ବୋଳକଣା ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ଲୋବାଲ ୱାର୍ମିଙ୍ଗ (ବିଶ୍ୱତାପାୟନ) ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଏହି
Read More...

ହେଁସମୂଳ ଗ୍ରାମଠାରେ ତାଳଚେର ବିଧାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ପଂଚାୟତଠାରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମର
Read More...

ଭୁଟ୍ଟୋ ଏବଂ ସରିଫ ପରିବାର ପାକିସ୍ତାନକୁ ବର୍‌ବାଦ୍‌ କରିଛନ୍ତି : ଇମ୍ରାନ ଖାନ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭୁଟ୍ଟୋ ଏବଂ ସରିଫ ପରିବାରକୁ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନକୁ ବର୍‌ବାଦ୍‌ କରିଥିବା ଅଭିଯୋଗ କରିଛନ୍ତି । ଶନିବାର ଦିନ ପାକିସ୍ତାନ ଟେଲିଭିଜନ (ପିଟିଭି)ରେ ପ୍ରସାରିତ 'ଅଲ
Read More...

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ : ଜିଲ୍ଲାର ୧୧୦୦ କ୍ରୀଡାବିତ୍‌ଙ୍କ ଅଂଶଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୦୦ କ୍ରୀଡାବିତ ବିଭିନ୍ନ ଇଭେଣ୍ଟସ୍‌ରେ ଅଂଶଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । ଫୁଟବଲ ଏସୋସିଏସନ ଓଡିଶା (ଫାଓ) ତଥା
Read More...